ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶ
ଭାରତୀୟ ସେନା ହାତେ ରେ ପାକିସ୍ତାନ ଏଫ୍-୧୬ ବିମାନ ର ପାଇଲଟ ।
ପାଇଲଟ ଜୀବନ୍ତ ଧରା ପଡ଼ିଥିବାର ସୂଚନା ।

ଜୀବନ୍ତ ଧରା ପଡ଼ଲେ ପାକିସ୍ତାନ ଏଫ୍-୧୬ ବିମାନ ର ପାଇଲଟ । ରାଜସ୍ଥାନ ଜୈସେଲମେର ରୁ ଧରା ପଡଲେ ପାକିସ୍ତାନୀ ପାଇଲଟ। ଆକାଶ ରୁ ପାକିସ୍ତାନ ର ଏଫ୍-୧୬ ବିମାନ ଖସେଇଦେଲ ଭାରତୀୟ ସେନା । ପାଇଲଟ୍ ଙ୍କର ନୁ ଅନେକ ତଥ୍ୟ ହାସଲ ହେଇପାରେ ବଲି ଆଶା କରୁଛନ୍ ଭାରତୀୟ ସେନା । ଘନ ଘନ ଚାଲିଛେ ଆକ୍ରମଣ। ପାକିସ୍ତାନ ର ସବୁ ଯୋଜନା କେ ଭଣ୍ଡୁର କରୁଛେଭାରତୀୟ ସେନା । ଗଲା କାଲି ପାକିସ୍ତାନ ପଠେଇଥିବାର ଡ୍ରୋନ କେ ବି ଆକାଶ ମାର୍ଗ ନୁ ଖେସେଇ ଦେଇଥିଲେ ଭାରତୀୟ ସେନା । ଭାରତୀୟ ସେନା ର ପରାକ୍ରମ ଦେଖି ଚିନ୍ତା ରେ ପଡ଼ିଗଲା ପାକିସ୍ତାନ ।