ଜୀବନଚର୍ଯ୍ୟାତାଜା ଖବର
ଗୁଣୁପୁର ଗିତ ବିଶ୍ଵ ବିଦ୍ୟାଳୟ ର କମ୍ପ୍ୟୁଟର ଲେବ ରେ ଲାଗଲା ଯୁଏ।
ଅଧା ରୁ ବନ୍ଦ ହେଲା ଓଜେଇଇ ମେନ ପରୀକ୍ଷା ।

ଗୁଣୁପୁର;୧୧/୦୫(ମୋର୍ ସମିୟା) ଗୁଣୁପୁର ଗିତ ବିଶ୍ବ ବିଦ୍ୟାଳୟ ରେ ଭୟାବହ ଅଗ୍ନିକାଣ୍ଡ । କମ୍ପ୍ୟୁଟର, ଏସି ସାଙ୍ଗେ ଅନେକ ଗୁରୁତ୍ୱପୂର୍ଣ କାଗଜ ପତର ନଷ୍ଟ । ଆଜି ସକାଲୁ ବିଶ୍ଵ ବିଦ୍ୟାଳୟ ର କମ୍ପ୍ୟୁଟର ଲ୍ୟାବ ରେ ଲାଗିଥିଲା ଜୁଏ । ଅଧାନୁ ବନ୍ଦ ହେଇଗଲା ଓଜେଇଇ ମେନ୍ ପରୀକ୍ଷା। ଗୁଣୁପୁର ଅଗ୍ନିଶମ ବାହିନୀ ଆସି ଯୁଏ ଲିଭେଇ ଥିଲେ । ପ୍ରାୟ ୧୪୦ ନୁ ଅଧିକା କମ୍ପ୍ୟୁଟର ପୁଡିଯାଇଥିବାର ସୂଚନା । ଲକ୍ଷାଧିକ ଟଙ୍କା ର କ୍ଷତି ହେଇଥିବାର କହୁଛନ୍ କଲେଜ୍ କତୃପକ୍ଷ। ପ୍ରାଥମିକ ତଦନ୍ତ ରୁ ସଟସର୍କିଟ ରୁ ଯୁଏ ଲାଗିଥିବାର ସୂଚନା । ଜଣେ ବୟସ୍କ ବ୍ୟକ୍ତି ଫସି ରହିଥିବାର ବେଲେ ଉଦ୍ଧାର କଲା ଅଗ୍ନିସମ ବାହିନୀ ।
ଯୁଏ କେ ସଂପୂଣ୍ଣ ଆୟତ କଲା ଗୁଣୁପୁର ଅଗ୍ନିଶମ ବାହିନୀ।