ଜୀବନଚର୍ଯ୍ୟାତାଜା ଖବରରାଜନୀତି
ମନରେଗା ଯୋଜନା ରେ ହେଉଥିବାର ମାଟି କାମ ରେ ମେସିନ ଲଗାବାର୍ କେ ମନା କଲେ ମୁଖ୍ୟମନ୍ତ୍ରୀ ।
ମେସିନ ବଦଲା ଶ୍ରମିକ୍ କରବେ କାମ।

ଭୁବନେଶ୍ଵର;୧୫/୦୫(ମୋର୍ ସମିୟା) ମନରେଗା ଯୋଜନା ରେ ମେସିନ କାମ ବନ୍ଦ କରବାର କେ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମେସିନ କାମ ବନ୍ଦ କରି ଶ୍ରମିକ ମାନକେ ନିୟୋଜିତ କରବାର କେ ପଞ୍ଚାୟତିରାଜ ବିଭାଗ କେ ଦେଲେ ନିର୍ଦ୍ଦେଶ। ମେସିନ ରେ କାମ କରି ଶ୍ରମିକ ମାନଙ୍କର ନା ପକେଇ କରି ହେଉଛେ କାମ । ଲୁକେଇ କରି କାମ କଲେ ବି ଧରା ପଡୁଥିବାର କଥା କହିଛନ ମୁଖ୍ୟମନ୍ତ୍ରୀ । ବିଡ଼ିଓ ମାନକୁ ଅଫିସ୍ ଛାଡ଼ି କାମ ହେଉଥିବାର ଜାଗା କେ ଜାଇ ଯାଞ୍ଚ କରବାର କେ ଦେଇଛନ ନିର୍ଦ୍ଦେଶ। ଯଦି କିଛି ଦୁର୍ନୀତି ହୁଏ ତେବେ ବିଡ଼ିଓ ହେବେ ଉତ୍ତର ଦାୟୀ। ମନରେଗା ରେ ବଜେଟ୍ ର ଅଭାବ ନାହଁ କୀନ୍ତୁ ଳୋକଙ୍କୁ କାମ ଦିଅ କହିଛନ ମୁଖ୍ୟମନ୍ତ୍ରୀ ।
ମେସିନ ନାଇ ଲଗେଇ କରି ଶ୍ରମିକ ମାନେ କାମ କଲେ ଦାଦନ ଖଟି ଲୋକେ ଆଉ ନାଇଜନ୍ କହିଛନ ମୁଖ୍ୟମନ୍ତ୍ରୀ । ମନରେଗା ଯୋଜନା କେ ଠିକ୍ ଭାବେ କାର୍ଯକାରୀ କରବାର କେ ମୁଖ୍ୟମନ୍ତ୍ରୀ ଙ୍କର କଡ଼ା ନିର୍ଦ୍ଦେଶ।