ଜୀବନଚର୍ଯ୍ୟାମନୋରଞ୍ଜନ

ଅପରେସନ ସିନ୍ଦୂର ର ସଫଳତା କେ ନେଇକରି ଆଜି ବଲାଙ୍ଗିର ରେ ଆରମ୍ଭ ହେଲା ତ୍ରିରଙ୍ଗା ଯାତ୍ରା ।

ଯବାନ ଙ୍କର ସାହସିକତା କେ ସାରା ଦେଶ ରେ ସଲାମ।

ବଲାଙ୍ଗିର;୧୫/୦୫(ମୋର୍ ସମିୟା) ଆଜି ସକାଲୁ ୯ ବଯେ ବଲାଙ୍ଗିର ସ୍ଥିତ କୋଶଳ କଳାମଣ୍ଡପ ପଡିଆ ରୁ ଅପରେସନ ସିନ୍ଦୂର ର ସଫଳତା ଓ ଯବାନ ଙ୍କର ବିରତ୍ଵ କେ ସମ୍ମାନ ଜଣାବାର ଲାଗି ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫ ରୁ ବାହାରିଥିଲା ବିଶାଲ ତ୍ରିରଙ୍ଗା ଯାତ୍ରା ସାଙ୍ଗେ ମଟର ସାଇକେଲ ରେଲି । ତ୍ରିରଙ୍ଗା ପତାକା କେ ହାତେ ଧରି ମଟର ସାଇକେଲ ରେ ସାରା ସହର ପରିକ୍ରମା କରିଥିଲେ । ଇ ଶୋଭାଯାତ୍ରା ରେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓ,ବଲାଙ୍ଗିର ଜିଲ୍ଲାପାଳ, ଏସପି, ପୌରାଧ୍ୟକ୍ଷା ଲିକା ସାହୁ, ଗୋପାଲଜି ପାଣିଗ୍ରାହି, ପୋଲିସ ସୁରକ୍ଷା ବାହିନୀ ଓ ସଧାରଣ ଜନତା ଯୁଡ଼ି ହେଇଥିଲେ ।

ଭାରତୀୟ ୩ ସେନା ସଫଳତା ସାଙ୍ଗେ ଅପରେସନ ସିନ୍ଦୂର କେ ମୁକାବିଲା କରିଥିଲେ । ତାଙ୍କୁ ଉତ୍ସାହିତ କରବାର ଲାଗି ଜାଗା ଜାଗା ରେ ଚାଲିଛେ ତ୍ରିରଙ୍ଗା ଯାତ୍ରା ।

ଯବାନ ଙ୍କର ସାହସିକତା ଓ ପରାକ୍ରମ କେ ସାରା ଦେଶ କରୁଛେ ସଲାମ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!