ହାଇଦ୍ରାବାଦ ରେ ଭୟଙ୍କର ଅଗ୍ନିକାଣ୍ଡ, ଯୁଏ ଲାଗି କରି ଗଲା ୧୭ ଲୋକଙ୍କର ଜୀବନ ।
ସଟସର୍କିଟ ରୁ ଯୁଏ ଲାଗିଥିବାର ସୂଚନା ।

ହାଇଦ୍ରାବାଦ;୧୮/୦୫(ମୋର୍ ସମିୟା) ହାଇଦ୍ରାବାଦ ରେ ଘଟିଛେ ବଡ଼ ଧରଣର ଅଗ୍ନିକାଣ୍ଡ । ହାଇଦ୍ରାବାଦ ର ଚାରମିନାର ପାଖର ଗୁଲଜାର ହାଉସ୍ ପାଖେ ଥିବାର ଗୁଟେ ବିଲଡିଂ ରେ ଘଟିଛେ ଭୟଙ୍କର ଅଗ୍ନିକାଣ୍ଡ। ଇ ଅଗ୍ନିକାଣ୍ଡ ରେ ଯୁଏ ଥି ପଡ଼ି କରି ୧୭ ଜଣଙ୍କର ଜୀବନ ଯାଇଛେ । ଅନେକ ଲୋକ ଗୁରୁତର ଥିବାର ସୂଚନା । ଖବର ପାଇ ୧୧ ଟା ଦମକଳ ବାହିନୀ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିକରୀ ନିଆଁ ଲିଭେଇ ଥିଲେ ଓ ଳୋକଙ୍କୁ ଉଦ୍ଧାର କରିଥିଲେ । ଆମ୍ବୁଲେନ୍ସ ସାହାଯ୍ୟ ରେ ସବୁ ଆହତ ବ୍ୟକ୍ତି କେ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛେ । ବର୍ତ୍ତମାନ ସୁଦ୍ଧା ବହୁତ୍ ଚେଷ୍ଟା ପରେ ଯୁଏ କେ ଲିଭେଇ ସାରଲେନ ଦମକଲ ବାହିନୀ ।
କିନ୍ତୁ, ୪ ଜଣ ପରିବାର ଲୋକ ଘରେ ଫସି ରହିଥିଲେ । ସାମନେ ପୁଡି ଯାଇଥିବାର ଜଣାପଡ଼ିଛେ ।ସମସ୍ତଙ୍କୁ ଡ଼ାକ୍ତରଖାନା ରେ ଗୁରୁତର ଅବସ୍ଥା ରେ ଭର୍ତ୍ତି କରାଯାଇଛେ । ସେମାନଙ୍କର ଭିତରୁ ୩ ଜଣ ଛୋଟ ଛୁଆ ଥିବାର ସୂଚନା।
ଘଟଣା ସ୍ଥଳରେ କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ଓ ତେଲେଙ୍ଗାନା ମନ୍ତ୍ରୀ ପୋନ୍ନମ ପ୍ରଭାକର ପହଞ୍ଚି ଦୁଃଖ ପ୍ରକାଶ କରବାର ସାଙ୍ଗେ ମୃତକ ଙ୍କର ପରିବାର ଲୋକ କେ ସହାୟତା ଯୋଗେଇ ଦେବାର ପ୍ରତିଶୃତି ଦେଇଛନ ।