ଜୀବନଚର୍ଯ୍ୟାତାଜା ଖବର
ଭତ୍ତା ପଇସା ବଢ଼ାଲେ ସରକାର, ଜୁନ୍ ମାସୁ ମିଲବା ୩୫୦୦ ଟଙ୍କା ଭତ୍ତା।
୮୦ ବର୍ଷ ରୁ ଅଧିକା ବୟସ୍କ ବ୍ୟକ୍ତି ଓ ୮୦ ଭାଗ ଦିବ୍ୟାଙ୍ଗ ବ୍ୟକ୍ତି ହେବେ ଉପକୃତ ।

ଭୁବନେଶ୍ୱର;୨୧/୦୫(ମୋର୍ ସମିୟା) ଭତ୍ତା ପଇସା ବଢ଼ାଲେ ସରକାର। ୮୦ ବର୍ଷ ରୁ ଅଧିକା ବୟସ୍କ ବ୍ୟକ୍ତି ଓ ୮୦ ଭାଗ ଦିବ୍ୟାଙ୍ଗ ବ୍ୟକ୍ତି ହେବେ ଉପକୃତ । ଜୁନ୍ ମାସୁ ମିଲବା ୩୫୦୦ ଟଙ୍କା ଭତ୍ତା। ୮୦ ଭାଗ ନୁ ଅଧିକା ଦିବ୍ୟାଙ୍ଗ ଥିବାର ବ୍ୟକ୍ତି ଓ ୮୦ ବର୍ଷ ରୁ ଉର୍ଦ୍ଧ ଥିବାର ବ୍ୟକ୍ତି କେ ଜୁନ୍ ମାସୁ ୩୫୦୦ ଟଙ୍କା ଭତ୍ତା ଦେବେ ସରକାର୍ । ଇ ଥିରେ ୪ ଲକ୍ଷ ୧୭ ହଜାର ୪୯୬ ଜଣ ହେବେ ଉପକୃତ । ୨୦୨୫ ଜୁନ ମାସ ସୁଦ୍ଧା ୮୦ ବର୍ଷ ହେଇଥିବାର ବ୍ୟକ୍ତି କେ ମିଲବା ୩୫୦୦ ଟଙ୍କା । ପୂର୍ବରୁ ୧୨୦୦ ଟଙ୍କା ପାଉଥିଲେ ଭତ୍ତା । ହେଲେ ଏବେ ମଧୁବାବୁ ପେନସନ ଯୋଜନା ରେ ପାଇବେ ୩୫୦୦ ଟଙ୍କା ।
ରାଜ୍ୟ ସରକାର ଙ୍କର ପକ୍ଷ ରୁ ସୂଚନା ।