ତାଜା ଖବରରାଜନୀତି

ଦୁର୍ଗାପୂଜା ଆଗରୁ ହେବା ଛାତ୍ର ନିର୍ବାଚନ ।

ସୂଚନା ଦେଲେ ଉଚ୍ଚ ଶିକ୍ଷାମନ୍ତ୍ରୀ।

ଭୁବନେଶ୍ୱର;୨୧/୦୫(ମୋର୍ ସମିୟା) ଦଶହରା ଆଗରୁ ହେବା ଛାତ୍ର ନିର୍ବାଚନ । ଗଲା ସରକାର ସମିୟା ରୁ ଛାତ୍ର ନିର୍ବାଚନ ବନ୍ଦ ରହିଥିଲା । କଲେଜ ଓ ଛାତ୍ର ଛାତ୍ରୀ ଙ୍କର ଭିତରେ ହୋହାଲ୍ଲା,ପରେ କରୋନା କେ ନେଇ କରି ବନ୍ଦ ଥିଲା ଛାତ୍ର ନିର୍ବାଚନ। ଯଦି ଛାତ୍ର ନିର୍ବାଚନ ହୁଏ ତେବେ ଦୁର୍ଗାପୂଜା ଆଗରୁ କୋର୍ସ ସରାଜିବା କହେଲେ ମନ୍ତ୍ରୀ । ନିର୍ବାଚନ ଲାଗି ଛାତ୍ର ଛାତ୍ରୀ ଙ୍କର ପଢ଼ା ନଷ୍ଟ ନାଇହେବା ସେ ଉପରେ ଧ୍ୟାନ ଦିଆଯିବ କହେଲେ ମନ୍ତ୍ରୀ। ପୂର୍ବରୁ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବି ଦେଇଥିଲେ ସୂଚନା । ଆମର ବି ଆଗ୍ରହ ଅଛେ କହେଲେ ମନ୍ତ୍ରୀ।

ସୂଚନା ଦେଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୁର୍ୟବଂଶୀ ସୂରଜ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!