ତାଜା ଖବର
ଠପ୍ ହେଇଗଲା ମୁଖ୍ୟମନ୍ତ୍ରୀ ବସ୍ ସେବା, ଷ୍ଟେରିଂ ଛାଡ଼ ଆନ୍ଦୋଳନ ରେ ବସ କର୍ମଚାରୀ ।
ଯାତ୍ରୀ ହଉଛନ ହନ୍ତସନ୍ତ ।

ବଲାଙ୍ଗିର;୨୧/୦୫(ମୋର୍ ସମିୟା) ଠପ୍ ହେଇଗଲା ମୁଖ୍ୟମନ୍ତ୍ରୀ ବସ୍ ସେବା। ଦାବି ପୂରଣ ନଇହେବାର ତକ୍ ଆନ୍ଦୋଳନ ରୁ ନାଇ ଉଠୁ କହୁଛନ୍ ବସ୍ କର୍ମଚାରୀ । ଠିକ୍ ସମିୟା ରେ ଦରମା, ଦରମା ବୃଦ୍ଧି, ଡ୍ରାଇଭର ବୃଦ୍ଧି, ସ୍ଵାସ୍ଥ୍ୟ ସମସ୍ୟା ରେ ଛୁଟି ଲାଗି କରିଛନ୍ ଦାବି । ବଲାଙ୍ଗିର, ଝାରସୁଗୁଡା,ସମ୍ବଲପୁର, ସୋନପୁର, ନୂଆପଡ଼ା ଜିଲ୍ଲା ରେ ବସ ସେବା ଠପ୍ । ଇ ଟା ହଉଛେ ସେ ବସ୍ ଜେନ ବସ ଗଲା ସରକାର ସମିୟା ରେ ଲକ୍ଷ୍ମୀ ବସ ନା ରେ ଚାଲୁଥିଲା। ଆଉ ଏବେ ସରକାର ପରିବର୍ତନ ପରେ ମୁଖ୍ୟମନ୍ତ୍ରୀ ବସ୍ ସେବା ନା ରେ ଚାଲୁଛେ । ସାଧାରଣତଃ ଗାଁ ର ଲୋକେ ଇ ବସ୍ ସେବା ରେ ବେଶୀ ଉପକୃତ ହେସନ। ପଞ୍ଚାୟତ ରୁ ବ୍ଳକ୍ କେ ମାତ୍ର ୫ ଟଙ୍କା ରେ ପହଞ୍ଚୁଛନ।
ଏବେ ବସ୍ ସେବା ବନ୍ଦ ଥିବାର ନୁ ହନ୍ତସନ୍ତ ହଉଛନ ଲୋକେ ।