
ଭୁବନେଶ୍ବର;୨୧/୦୫(ମୋର୍ ସମିୟା) ଆଜି ସକାଲୁ ଘୋଷଣା ହେଇଥିଲା ଆଏବାର୍ ୨୩ ଜୁନ ରେ ହେଇଥିତା ପଞ୍ଚାୟତ ଉପ ନିର୍ବାଚନ। କିନ୍ତୁ ମୌସୁମୀ ବାୟୁ ଆସୁଥିବାର ନୁ ପଞ୍ଚାୟତ ଉପ ନିର୍ବାଚନ କେ ସ୍ଥଗିତ ରଖିଲେ ନିର୍ବାଚନ କମିଶନ। ରାଜ୍ୟ ର ୨୦ ଟା ଜିଲ୍ଲା ରେ ହେବାର କେ ଥିଲା ନିର୍ବାଚନ। ୪୩ ସରପଞ୍ଚ ୨୭୨ ୱାଡ଼ ମେମ୍ବର ରେ ହେବାର ଥିଲା ନିର୍ବାଚନ। ୧୧୩୧ ପଦବୀ ରହିଛେ ଖାଲି। ମୌସୁମୀ ବର୍ଷା ଆସୁଥିବାର ନୁ ତାରିଖ ବଦଲାବାର କେ ଆଶାୟୀ ପ୍ରାର୍ଥୀ କହିଥିଲେ। ମୌସୁମୀ ପରେ ପରବର୍ତ୍ତୀ ତାରିଖ ଘୋଷଣା କରାଯିବା କହିଛନ ନିର୍ବାଚନ କମିଶନ।
ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନ ସନ୍ତୋଷ କୁମାର ଦାସ।