ଜୀବନଚର୍ଯ୍ୟାତାଜା ଖବର
ବାହାରିଲା +୨ ରେଜଲ୍ଟ । ଛାତ୍ର ଙ୍କର ତୁଳନା ରେ ଛାତ୍ରୀ ଆଗେ।
ବରଗଡ଼ ଜିଲ୍ଲା ରେ ସର୍ବାଧିକ ପାସ୍ ହାର ।

ଭୁବନେଶ୍ବର;୨୧/୦୫(ମୋର୍ ସମିୟା) ଆଜି ବାହାରିଲା +୨ ରେଜଲ୍ଟ । ଥରେକେ ବାହାରିଲା କଲା,ବାଣିଜ୍ୟ,ବିନାଜ୍ଞ ରେଜଲ୍ଟ। ୩ ଲକ୍ଷ ୯୩ ହଜାର ଛାତ୍ର ଛାତ୍ରୀ ଙ୍କର ଭିତରୁ ୩ ଲକ୍ଷ ୧୬ ହଜାର ୭୮୭ ଜଣ ପରୀକ୍ଷା ରେ ପାସ କରିଛନ୍ । ପାସ ହାର ୮୨.୭୭ ପ୍ରତିଶତ ରହିଛେ। କଳା ରେ ୮୦.୫୧ ପ୍ରତିଶତ ବିଜ୍ଞାନ ରେ ୮୭.୪୯ ପ୍ରତିଶତ ବାଣିଜ୍ୟ ରେ ୮୩.୦୨ ପ୍ରତିଶତ ରହିଛେ ପାସ । ରେଜଲ୍ଟ ଦେଖବା ଲାଗି rresults.digilocker.gov.in କିମ୍ବା result.odisha.gov.in ରେ ଦେଖି ପାରବେ ଛାତ୍ର ଛାତ୍ରୀ। ଇ ବର୍ଷ ବରଗଡ଼ ଜିଲ୍ଲା ରେ ରହିଛେ ସବୁ ନୁ ବେଶୀ ପାସ୍ ହାର। ନବରଙ୍ଗପୁର ରେ ରହିଛେ ସର୍ବନିମ୍ନ। ବରଗଡ଼ ଜିଲ୍ଲା ରେ ସର୍ବାଧିକ ୮୭.୬୦ ଓ ନବରଙ୍ଗପୁର ରେ ୬୮.୧୩ ସର୍ବନିମ୍ନ। ଇ ଥର ବି ଛାତ୍ର ଙ୍କର ତୁଳନା ରେ ଛାତ୍ରୀ ଙ୍କର ପାସ୍ ହାର ଅଧିକା ରହିଛେ । ଛାତ୍ର ଙ୍କର ପାସ୍ ହାର ୭୭.୮୮ ରହିଥିବାର ବେଲେ ଛାତ୍ର ଙ୍କର ୮୭.୨୪ ରହିଛେ ।
ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।