ତାଜା ଖବର

ଆଜି ନୁ ମୁଲ୍ ହେବା +୨ ନା ଲେଖା । ରିଚେକିଂ, ରିଆଡ଼ିସନ ର ବାହାରିଲା ତାରିଖ ।

ଜୁଲାଇ ୭ ରେ ମେରିଟ ଲିଷ୍ଟ ।

ଭୁବନେଶ୍ଵର;୨୪/୦୫(ମୋର୍ ସମିୟା) ଆଜି ନୁ ମୁଲ୍ ହେବା +୨ ନା ଲେଖା । ମେ ୨୪ ରୁ ଜୁନ ୩୦ ତକ୍ ଅନଲାଇନ ଆବେଦନ କରି ପାରବେ ଛାତ୍ର ଛାତ୍ରୀ। ଅନଲାଇନ ସାମସ୍ ପୋର୍ଟାଲ୍ ରେ ଆବେଦନ କରିପାରବେ ଛାତ୍ର ଛାତ୍ରୀ । ଜୁଲାଇ ୭ ତାରିଖ ବାହାରିବା ପହେଲା ମେରୀଟ ଲିଷ୍ଟ। ମେଟ୍ରିକ୍ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨ ହଜାର ୪୧୭ ଛାତ୍ର ଛାତ୍ରୀ। ପାସ୍ କରିଛନ୍ ୪ ଲକ୍ଷ ୮୪ ହଜାର ୫୬୩ ଛାତ୍ର ଛାତ୍ରୀ । ପୁଅ ମାନଙ୍କର ଅପେକ୍ଷା ଝିଅ ମାନେ କରିଛନ୍ ଭଲ ରେଜଲ୍ଟ ।

+୨ ପରୀକ୍ଷା ଦେଇଥିବାର ଛାତ୍ର ଛାତ୍ରୀ ମାନେ ରେଜଲ୍ଟ ରେ ଅସନ୍ତୋଷ ଥିଲେ କରିପାରବେ ରିଚେକିଂ। ରିଚେକିଂ ଆର୍ ରିଆଡ଼ିଶନ ଲାଗି ଆବେଦନ କରିପାରବେ ଛାତ୍ର ଛାତ୍ରୀ । ମେ ୩୦ ରୁ ଜୁନ ୧୩ ତାରିଖ ତକ୍ କରିପାରବେ ଆବେଦନ । ଗୁଟେ ଖାତା ପିଛା ୨୦୦ ଟଙ୍କା ପଡ଼ବା ଫିସ୍।

ସିଏଚଏସି କାର୍ଯ୍ୟାଳୟ ପକ୍ଷ ରୁ ସୂଚନା। ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!