
ବଲାଙ୍ଗିର;୨୭/୦୫(ମୋର୍ ସମିୟା) ଗଲା ଶନିବାର ଦିନ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଳକ୍ କୁଲଥିପାଲି ଗାଁ ରେ ସାମ୍ବାଦିକ ବିଜୟ ପ୍ରଧାନ କେ ଆକ୍ରମଣ ହେଇଥିଲା । ଦୁର୍ନୀତି ର ଖବର ଦେଖବାର କେ ଜାଇକରି ଠିକାଦାର ର ଗୁଣ୍ଡା ମାନଙ୍କର ନୁ ହେଇଥିଲେ ଆକ୍ରମଣ ର ଶିକାର। ଘଟଣା ର ୪ ଦିନ ପରେ ୪ ଜଣ ଅଭିଯୁକ୍ତ କେ ଗିରଫ କରିଥିଲା ବଲାଙ୍ଗିର ପୋଲିସ ।
ମୁଖ୍ୟ ଅଭିଯୁକ୍ତ କୁହାଯାଉ ଥିବାର ଠିକାଦାର ଗଜେନ୍ଦ୍ର ଦଲେଇ ହେଇଥିଲା ଫେରାର। ଆଜି ପୋଲିସ ତାହାକେ ଗିରଫ କରବାରେ ସଫଲ ହେଇଛେ । ଆଜି ଝାରସୁଗୁଡା ନୁ ଠିକାଦାର ଗଜେନ୍ଦ୍ର ଦେଲେଇ କେ ଗିରଫ କରିଛେ ।