
ଭୁବନେଶ୍ଵର;୨୯/୦୫(ମୋର୍ ସମିୟା) ୩ ବଛର ଉତାରୁ ଫେର ଲେହେଟୁଛେ କରୋନା । ଗଲା ୨୨ ତାରିଖ ଓଡ଼ିଶା ରେ ପହେଲା କରୋନା ପଜିଟିଭ ଚିହ୍ନଟ ହେଇଥିଲେ । ସେ ଭୁବନେଶ୍ୱର ର ବଲି ଜଣାପଡ଼ିଥିଲା । ସେ କେତେଦିନ ଆଗରୁ ଦିଲ୍ଲୀ ନୁ ଫିରିଥିଲେ । ହୋମକ୍ଵାରେଣ୍ଟାଇନ ରେ ରହିକରୀ ଚିକିତ୍ସିତ ହଉଥିଲେ ।
ଆର୍ ଗଲାକାଲି ଓଡ଼ିଶା ରେ ଥରେ କେ ୪ ଜଣ ପଜିଟିଭ ଚିହ୍ନଟ ହେଇଛନ । ୩ ଜଣ ଭୁବନେଶ୍ୱର ଓ ଜଣେ ଖୋର୍ଦ୍ଧା ଅଞ୍ଚଳ ରୁ ବଲି ଜଣା ପଡ଼ିଛେ । ସେମାନଙ୍କର ଭିତରୁ ଜଣେ ମହିଳା ଓ ବାକି ୪ ଜଣ ପୁରୁଷ ଥିବାର ସୂଚନା । ଏବେ ଓଡ଼ିଶା ରେ ୫ ଜଣ ପଜିଟିଭ ଚିହ୍ନଟ ହେଇ ସାରିଛନ୍। ଦେଶ ରେ ବି ହଜାରେ ଡେଗିଗଲାନ ପଜିଟିଭ ସଂଖ୍ୟା। ଭାରତ ରେ ୧୨୫୨ ପଜିଟିଭ ଚିହ୍ନଟ ହେଇ ସାରିଛନ । କେରଳ ରେ ସବୁ ନୁ ବେଶୀ ୪୩୦ ପଜିଟିଭ। କରୋନା ପଜିଟିଭ ସଂଖ୍ୟା ବଢ଼ିଥିବାର ନୁ ଲୋକଙ୍କର ମନ୍ ରେ ବି ପଶୁଛେ ଛନକା ।