ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶମନୋରଞ୍ଜନ

ହୀରାକୁଦ ବନ୍ଧ ରୁ ଉଠଲା କଟକଣା, ଅପରେସନ ସିନ୍ଦୂର ସମିୟା ରେ ହେଇଥିଲା ପର୍ଯ୍ୟଟକ କେ ମନା ।

ନିଶିଧାଞ୍ଚଲ ଛାଡ଼ିକରି ସବୁ ଆଡ଼େ ବୁଲି ପାରବେ ପର୍ଯ୍ୟଟକ।

ସମ୍ବଲପୁର;୦୩/୦୫(ମୋର୍ ସମିୟା) ହୀରାକୁଦ ବନ୍ଧ ନୁ ଉଠଲା କଟକଣା। ଭାରତ – ପାକିସ୍ତାନ ଯୁଦ୍ଧ ସମିୟା ରେ ଅପରେସନ ସିନ୍ଦୂର ଲାଗି ପର୍ଯ୍ୟଟକ ଙ୍କର ବୁଲବାର ଲାଗି ବନ୍ଦ ଥିଲା ହୀରାକୁଦ । ହୀରାକୁଦ ଆର୍ ବୁର୍ଲା ଦୁହି ଆଡୁ ହେଇଥିଲା ବନ୍ଦ। ଯୁଗି ରହିଥିଲେ ସଶସ୍ତ୍ର ସୁରକ୍ଷା ବାହିନୀ ।
କିନ୍ତୁ ଆଜି ନୁ ହଟିଗଲା ସବୁ କଟକଣା। ନିଶିଧାଞ୍ଚଲ୍ କେ ଛାଡ଼ି ସବୁ ଆଡେ ବୁଲି ପାରବେ ପର୍ଯ୍ୟଟକ । ସାରା ବିଶ୍ବର ସବୁନୁ ଲମ୍ବା ବନ୍ଧ କୁହାଯାଉଥିବାର ହୀରାକୁଦ ବନ୍ଧ କେ ଚାରି ଆଡୁ ହଜାର ହଜାର ସଂଖ୍ୟା ରେ ପର୍ଯ୍ୟଟକ ବୁଲବାର କେ ଆସିଥିସନ,କିନ୍ତୁ ଅନେକ ଦିନ ସୁରକ୍ଷା ଦୃଷ୍ଟି ରୁ ହୀରାକୁଦ ଡେମ ବନ୍ଦ ଥିବାର ନୁ ପର୍ଯ୍ୟଟକ ଙ୍କର ମନ୍ ରେ ଥିଲା ଅସନ୍ତୋଷ।

ଆଜି ହୀରାକୁଦ ବନ୍ଧ ରୁ ସବୁ କଟକଣା ଉଠଲା ବଲି ସୂଚନା ଦେଲେ ସମ୍ବଲପୁର ଜିଲ୍ଲାପାଳ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!