
ବଲାଙ୍ଗିର;୦୪/୦୬(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୁଡ଼ାପାଲି ଗାଁ ରେ ଘଟିଗଲା ବଢ଼େ ଟେ ଘଟଣା । ପୁରୁଣା ରାଗ ସୁଝାବାର୍ କେ ଜାଇକରି ସ୍ବାମୀ,ସ୍ତ୍ରୀ କେ କାଠ ଫାଲିଆ ରେ କଲେ ଆକ୍ରମଣ। ଆକ୍ରମଣ ର ଶିକାର ହେଇଥିବାର ସ୍ବାମୀ,ସ୍ତ୍ରୀ ହେଲେ ପୁଡ଼ାପାଲି ଗାଁ ର ମୁରଲି ନାଏକ ଓ କମଲେ ନାଏକ । ସେ ଗାଁ ର ସୀତାରାମ ହସଂ ନାଁ ରେ ଜଣେ ଲୋକ କାଠ ଫାଲିଆ ଥି ଦୁହି ସ୍ବାମୀ,ସ୍ତ୍ରୀ ଘରେ ଥିବାର ସମିୟା ରେ ଦୁହେ କେ ପଟିକରି ଫେରାର ମାରିଥିବାର ଜଣାପଡ଼ିଛେ । ପୁରୁଣା ରାଗ ରଖିକରି ଇ ଘଟଣା ହେଇଥିବାର କହିଛନ ଆକ୍ରମଣ ର ଶିକାର ହେଇଥିବାର ଦୁଇ ସ୍ବାମୀ,ସ୍ତ୍ରୀ ଙ୍କର ପୁଓ ନିମାଇ ନାଏକ। ରକତ ସରସର୍ ଅବସ୍ଥା ଥି ଦୁହି ସ୍ବାମୀ,ସ୍ତ୍ରୀ କେ ଉଦ୍ଧାର କରି ପହେଲା କଣ୍ଟାବାଞ୍ଜି ଡାକ୍ତରଖାନା ନିଆଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାର ନୁ ବଲାଙ୍ଗିର ଭୀମ ଭୋଇ ଡ଼ାକ୍ତରଖାନା କେ ଅନା ଯାଇଥିଲା।
ଘଟଣା ସ୍ଥଳରେ ମୁରିବାହାଲ ପୋଲିସ ର ଦତନ୍ତ ଜାରି ।