
ଭୁବନେଶ୍ଵର;୧୨/୦୬(ମୋର୍ ସମିୟା) ଓଡ଼ିଶା ରେ ନୁଆ ବିଜେପି ସରକାର୍ କେ ପୁରଲା ବଛରେ, ସାରା ରାଏଜେ ବୁଲବା ବିକାଶ ବାହନ ଗାଡ଼ି । ଆଜି ଭୁବନେଶ୍ଵର ରେ ପତକା ହଲେଇ କରି ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସରକାର କେ ଆସବାର ପରେ ନୁଆ ସରକାର ଲୋକଙ୍କର ଲାଗି କରିଥିବାର ସରକାରୀ ଯୋଜନା କେ ବୁଲିବୁଲି ଲୋକଙ୍କୁ ଜଣାବା ଗାଡ଼ି । ଗାଁ ଗାଁ ରେ ବୁଲବା ବିକାଶ ବାହନ ଗାଡ଼ି । ଆଜି ନୁ ମୁଲ ହେଇକରି ଜୁନ୍ ୨୧ ତକ୍ ଚାଲବା ଗାଡ଼ି ।
ଆଜି ବଲାଙ୍ଗିର ର ପୌରପରିଷଦ ସମ୍ନା ରୁ ଗୋପାଲଜି ପାଣିଗ୍ରାହି ପତକା ଦେଖେଇ ବିକାଶ ବାହନ ଗାଡ଼ି ଶୁଭାରମ୍ଭ କରିଛନ୍ । ବଲାଙ୍ଗିର ଜିଲ୍ଲା ର ପ୍ରତ୍ୟେକ ୱାଡ ବୁଲି ରାଜ୍ୟ ସରକାର ଆର୍ କେନ୍ଦ୍ର ସରକାର ର ଯୋଜନା ସଂପର୍କ ରେ ଜଣାବା ଲୋକ କେ ।