
ବରଗଡ଼;୧୪/୦୬(ମୋର୍ ସମିୟା) ବରଗଡ଼ ଜିଲ୍ଲା ପଦମପୁର ଥାନା ଭେଉଁରିଆ ଗାଁ ର ଶ୍ୟାମସୁନ୍ଦର୍ ଭୋଇ ତାଙ୍କର ସ୍ତ୍ରୀ ରତ୍ନି ଭୋଇ କେ ଟଙ୍ଗିଆ ରେ ଆକ୍ରମଣ କରିଥିଲେ। ସ୍ତ୍ରୀ କେ ଆକ୍ରମଣ କରି ନିଜେ ଘରେ ଉଚକି ହେଇଥିଲେ ସ୍ଵାମୀ। ଗୁରୁତର ଅବସ୍ଥା ରେ ଶ୍ୟାମସୁନ୍ଦର ଙ୍କର ସ୍ତ୍ରୀ କେ ବୁର୍ଲା ଡ଼ାକ୍ତରଖାନା କେ ସ୍ଥାନାନ୍ତର କରାଯାଇଛେ । ଗଲା କିଛିଦିନ ଆଗରୁ ଶ୍ୟାମସୁନ୍ଦର ନିଶା କରୁଥିଲେ,ନିଶା ନାଇକରବାର୍ ଲାଗି ମନା କରବାର ନୁ ଶ୍ୟାମସୁନ୍ଦର ଏତେ ବଡ କାଣ୍ଡ କରିଥିବାର ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛେ। ଡାକ୍ତରଖାନା ରେ ସ୍ତ୍ରୀ ର ଚିକିତ୍ସା ଚାଲିଥିବାର ସମିୟା ରେ ଘରେ ରସି ଲଗେଇ କରି ଉଚକି ହେଇଛେ ହତ୍ୟାକାରୀ ସ୍ୱାମୀ। ପାରିବାରିକ କଳହ ର କରୁଣ ପରିଣତି।
ଘଟଣା ସ୍ଥଳରେ ରେ ପଦ୍ମପୁର ପୋଲିସ ପହଞ୍ଚିକରି ଘଟଣା ର ତଦନ୍ତ ଆରମ୍ଭ କରିଛେ ।