ତାଜା ଖବର

ଜୁନ୍ ୧୮ ବଦଲା ଜୁନ୍ ୨୦ ରେ ଖୁଲବା ରାଜ୍ୟ ର ସବୁ ସ୍କୁଲ୍ ।

ପ୍ରଚଣ୍ଡ ଖରା ଲାଗି ହେଇଥିଲା ଛୁଟି।

ଭୁବନେଶ୍ଵର;୧୬/୦୬(ମୋର୍ ସମିୟା) ଆଏବାର ୨୦ ତାରିଖ ନୁ ଖୁଲବା ରାଜ୍ୟ ର ସବୁ ସ୍କୁଲ୍ । ପ୍ରଚଣ୍ଡ ଖରା ଲାଗି ଏପ୍ରିଲ୍ ୨୨ ନୁ ସବୁ ସ୍କୁଲ୍ କେ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର । ୫୮ ଦିନ ଉତାରୁ ଖୁଲୁଛେ ସବୁ ସ୍କୁଲ୍ । ଆଘଲିର୍ ଏନ୍ତା ୧୦ ନୁ ୪ ବଜେ ତକ୍ ଖୁଲବା ସ୍କୁଲ୍ । ବହୁତ୍ ଦିନ ପରେ ସ୍କୁଲ୍ ଖୁଲୁଥିବାର ନୁ ପିଲାଙ୍କର ବସବାର ବେଞ୍ଚ ଟେବୁଲ୍, ପରିଶ୍ରାଗାର,ପିଲା ଖାଉଥିବାର୍ ମଧ୍ୟାହ୍ନ ଭୋଜନ, ରନ୍ଧାଘର୍ ସବୁ ସଫା ସୁତୁରା କରବାର କେ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ କେ ନିର୍ଦ୍ଧେଶ ଦିଆ ଯାଇଛେ । ବର୍ଷା ରେ ହେଇଥିବାର ଲଟାବୁଦା, ପାଣିଟାଙ୍କି କେ ବି ସଫା ରଖବାର କେ ଦିଆ ଯାଇଛେ ନିର୍ଦ୍ଦେଶ।

ସୂଚନା ଦେଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!