ତାଜା ଖବରରାଜନୀତି

ବଲାଙ୍ଗିର ରେ ମୁଖ୍ୟମନ୍ତ୍ରୀ ଙ୍କର କାର୍କେଟ କେ କଲା ପତାକା ଦେଖାଲେ କଂଗ୍ରେସ କର୍ମୀ।

ଅନେକ କଂଗ୍ରେସ କର୍ମୀ କେ ଉଠେଇ ନେଲା ପୋଲିସ୍ ।

ବଲାଙ୍ଗିର;୧୭/୦୬(ମୋର୍ ସମିୟା) ଆଜି ଦିନକିଆ ବଲାଙ୍ଗିର ଗସ୍ତ ରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି,ବଲାଙ୍ଗିର ପଥରଚେପା ରେ କରିଥିଲେ ବିଶାଳ ଚାଷୀ ସମାବେଶ । କିନ୍ତୁ ମୁଖ୍ୟମନ୍ତ୍ରୀ ଙ୍କର ଗସ୍ତ କେ ନେଇ କଂଗ୍ରେସ କରିଥିଲା ବିରୋଧ । ଆଜି ମୁଖ୍ୟମନ୍ତ୍ରୀ ତୁଷୁରା ଏୟାରଷ୍ଟ୍ରିପ ନୁ ବଲାଙ୍ଗିର ଅଭିମୁଖେ ଆସୁଥିବାର ସମିୟା ରେ ଦେଓଗାଁ ରେ କଂଗ୍ରେସ କର୍ମୀ ମାନେ ମୁଖ୍ୟମନ୍ତ୍ରୀ ଙ୍କର କାର୍କେଟ କେ କଲା ପତାକା ଦେଖେଇ କରିଥିଲେ ବିରୋଧ । ସରକାର କେ ଏକ ବର୍ଷ ପୂର୍ତ୍ତି ଅବସର ରେ ବଲାଙ୍ଗିର ଆସିଥିବାର ନୁ ମୁଖ୍ୟମନ୍ତ୍ରୀ ଙ୍କୁ ବଲାଙ୍ଗିର ଜିଲ୍ଲା ର ଅନେକ ଅଭିଯୋଗ ଜଣଉଛେ କଂଗ୍ରେସ ।
ତାର ଭିତରୁ ବଲାଙ୍ଗିର ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ରେ ଖାଲି ପଡ଼ିଥିବାର ଶିକ୍ଷକ, ଶିକ୍ଷୟତ୍ରି ପଦ ପଦବୀ, ଦେଓଗାଁ ଚିନିକଳ ର ପୁନଃ ସ୍ଥାପନ,ଜିଲ୍ଲା ର ଦାଦନ ସମସ୍ୟା, ବେରୋଜଗାର,ବଲାଙ୍ଗିର ଜିଲ୍ଲା ରେ ଦ୍ୱିତୀୟ କୃଷି ବିଦ୍ୟାଳୟ ସ୍ଥାପନ,ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନା ରେ ଖାଲି ପଡ଼ିଥିବାର ଡାକ୍ତର ପଦବୀ ପୂରଣ,ପିଜି ପିଲାଙ୍କର ପାଠ ପଢା ଆରମ୍ଭ, ଡାକ୍ତରଖାନା କେ ସୁପର ସ୍ପେସାଲିଟି ଡାକ୍ତରଖାନା ଦାବି । ଏନ୍ତା ଅନେକ କିଛି ଦାବି ରଖିଥିଲା କଂଗ୍ରେସ।
ଆଜି ମୁଖ୍ୟମନ୍ତ୍ରୀ ଙ୍କର ଗସ୍ତ କେ ନେଇ ବଲାଙ୍ଗିର ଆର୍ ଟିଟିଲାଗଡ଼ ରୁ ଅନେକ କଂଗ୍ରେସ କର୍ମୀ କେ ଉଠେଇ ନେଇ ଅଟକ ରଖିଥିଲା ପୋଲିସ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!