ତାଜା ଖବର
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସା ଲାଗି ଯିବେ ମୁମ୍ବାଇ।
ନିର୍ବାଚନ ସମିୟା ରେ ସ୍ଵାସ୍ଥ୍ୟ ସମସ୍ୟା କେ ନେଇ ଉଠିଥିଲା ପ୍ରଶ୍ନ।

ଭୁବନେଶ୍ବର;୧୮/୦୬(ମୋର୍ ସମିୟା) ଓଡ଼ିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଆଏବାର ୨୨ ତାରିଖ ସ୍ବାସ୍ଥ୍ୟ ସମସ୍ୟା ଲାଗି ଯିବେ ମୁମ୍ବାଇ। ସୋସିଆଲ ମିଡିଆ ଏକ୍ସ ରେ ପୋଷ୍ଟ କରି ସୂଚନା ଦେଲେ ନବୀନ ପଟ୍ଟନାୟକ। ମୁମ୍ବାଇ ର କୋକିଲାବେନ୍ ଧିରୁଭାଇ ଅମ୍ବାନୀ ଡାକ୍ତରଖାନା ରେ ହେବେ ଚିକିତ୍ସିତ। ସର୍ଭିକାଲ ଆର୍ଥ୍ରାଇଟିସ୍ ରୋଗ ରେ ପିଡୀତ ଅଛନ୍ ନବୀନ । ନବୀନ ଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା କରୁଛନ ବୁଝାସୁଝା । ସେ ଚିକିତ୍ସା ପୂର୍ବରୁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ଆଶୀର୍ବାଦ ଓ ଓଡ଼ିଶା ର ଭାଇ ଭଉଣୀ ଙ୍କର ଶୁଭକାମନା ମାଗିଛନ । ସୁସ୍ଥ ହେଇ ଫିରବାର ପରେ ଆପଣଙ୍କର ସେବା ଫେର ଜାରି ରଖମି କହିଛନ ନବୀନ । ନବୀନ ଙ୍କର ଅସୁସ୍ଥତା ର ଖବର ପାଇ ନବୀନ ଙ୍କର ଆସୁ ଅରୋଗ୍ୟ କାମନା କଲେ ପ୍ରସଂଶକ ଓ ଶୁଭେଚ୍ଛୁ । ଅନେକ ନେତା ବି ଆରୋଗ୍ୟ ଲାଗି କଲେ ପ୍ରାର୍ଥନା।