
ଭୁବନେଶ୍ୱର;୧୯/୦୬(ମୋର୍ ସମିୟା) ଆଏବାର କାଲି ଭୁବନେଶ୍ୱର ଆସୁଛନ ପ୍ରଧାନମନ୍ତ୍ରୀ ମୋଦି । କଳିଙ୍ଗ ଷ୍ଟାଡିୟମ୍ ନୁ କରବେ ରୋଡ଼ ସୋ। ଏୟାରପୋର୍ଟ ରୁ ଆରମ୍ଭ କରବେ ତ୍ରିରଙ୍ଗା ଯାତ୍ରା । ଗୁଟେ ବଛର ପୂର୍ତ୍ତି ଲାଗି ଜନତା ମଇଦାନ ରେ କରବେ ବିଶାଳ ସମାବେଶ । ୧୯ ହଜାର କୋଟି ଟଙ୍କା ର ଭିନଭିନ୍ ପ୍ରକଲ୍ପ କରବେ ଶିଳାନ୍ୟାସ । ଜନତା ମଇଦାନ ରେ ଯୁଡି ହେବେ ଦେଢ଼ ଲକ୍ଷ ଲୋକେ । ରାଜଧାନୀ ରେ ୧୩୩ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ । ପ୍ରଧାନମନ୍ତ୍ରୀ ଙ୍କର ରୋଡ଼ ସୋ ରେ ଡ୍ରୋନ ଉଡ଼ାବାର ଉପରେ ବାରଣ କରା ଯାଇଛେ । ରୋଡ଼ ସୋ ରେ ଲୋକଙ୍କର ଭିଡ଼ ଲାଗି ଟ୍ରାଫିକ ବ୍ୟବସ୍ଥା କେ ବି କଡ଼ାକଡ଼ି କରା ଯାଇଛେ । ପ୍ରଧାନମନ୍ତ୍ରୀ ଙ୍କର ଗସ୍ତ କେ ନେଇ ଆଜି ଜନତା ମଇଦାନ ରେ ତଦାରଖ କରିଛନ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପ୍ରଧାନମନ୍ତ୍ରୀ ଙ୍କର ଗସ୍ତ ରେ ଯେନ୍ତା କିଛି ଅସୁବିଧା ନାଇହେବା ସେ ଉପରେ ସରକାରୀ ଅଧିକାରୀ କେ ତାଗିତ କରିଛନ୍ । ଆଜି ସନ୍ଧ୍ୟା ସୁଦ୍ଧା ସବୁ କାମ ସାରବାର ଲାଗି ମୁଖ୍ୟମନ୍ତ୍ରୀ ଙ୍କର ନିର୍ଦ୍ଧେଶ ।
ପ୍ରଧାନମନ୍ତ୍ରୀ ଙ୍କର ଗସ୍ତ କେ ନେଇ ଚଳଚଞ୍ଚଳ ବିଜେପି କର୍ମୀ ଆର୍ ନେତା ।