ବଲାଙ୍ଗିର ଜିଲ୍ଲା ରେ ଖଣି ଖନନ ହେଲେ ହେବା ଜୋରଦାର ବିରୋଧ, ଚେତାବନୀ ଦେଲେ କୋଶଳ ବାଦି ନେତା ।
ପରିବେଶ ହେବା ଦୂଷିତ, ଲୋକେ ହେବେ ହଇରାଣ ।

ବଲାଙ୍ଗିର;୨୨/୦୬(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ରେ ହେବାର କେ ଯାଉଛେ ଖଣି ଖନନ । ଯଦି ବଲାଙ୍ଗିର ଜିଲ୍ଲା ରେ ଖଣି ଖନନ କରବାର କେ ଚେଷ୍ଟା କରାଗଲା ତାହେଲେ ହେବା ଜୋରଦାର ଆନ୍ଦୋଳନ ସାଙ୍ଗେ ବିରୋଧ । ଆଜି ସାମ୍ବାଦିକ ସମ୍ମୀଳନୀ ରେ ସୂଚନା ଦେଲେ କୋଶଳ ବାଦି ନେତା ପ୍ରମୋଦ ମିଶ୍ର । ବଲାଙ୍ଗିର ଜିଲ୍ଲା ର ପାଟଣାଗଡ଼ ଓ ଲୋଇସିଂହା ନିର୍ବାଚନ ମଣ୍ଡଳୀ ର ୯ ଟା ଜାଗା ରେ ଖଣି ଖନନ କରବାର କେ ନେଇ ଚାଲିଛେ ପ୍ରସ୍ତୁତି । କିନ୍ତୁ ନିଆ ନାଇଯାଇ ଗ୍ରାମବାସୀ ଙ୍କର ମତାମତ। କରା ନାଇଯାଇ ଗ୍ରାମସଭା କି ବୈଠକ । ଯଦି ଖଣି ଖନନ ପୂର୍ବରୁ ବିସ୍ଥାପିତ ଲୋକଙ୍କର ସୁବିଧା ଅସୁବିଧା ବୁଝା ନାଇଯିବା ଆଉ ଜୋର୍ ଜବରଦସ୍ତି ଖଣି ଖନନ ହୁଏ ତେବେ ହେବା ଜୋରଦାର ଆନ୍ଦୋଳନ। ଖଣି ଖନନ ହେଲେ ହଜାର ହଜାର ଲୋକ ହେବେ ବିସ୍ଥାପିତ, ତାର ସାଙ୍ଗେ ବଲାଙ୍ଗିର ଜିଲ୍ଲା ବି ହେବା ପ୍ରଦୂଷିତ। ଲୋକଙ୍କୁ ତାକର୍ ଜାଗା ନୁ ଗହଡି କରି ବିକାଶ ନାରେ ବିନାଶ କରୁଛନ୍ ସରକାର। ଯଦି ଖଣି ଖନନ କରି ଇ ଅଞ୍ଚଳ ର ପରିବେଶ କେ ନଷ୍ଟ କରବାର କେ ଚେଷ୍ଟା କରାଗଲା ତାର ଜୋରଯାର୍ ବିରୋଧ ହେବା କହି ଚେତାବନୀ ଦେଲେ ବରିଷ୍ଠ ଆଇନଯିବି ଶ୍ରୀ ମିଶ୍ର। ବିନା ଗ୍ରାମସଭା, ପଲ୍ଲୀସଭା ରେ ଖଣି ଲିଜ୍ ଦେବା ସମ୍ବିଧାନ ବିରୋଧୀ । ଗଲା କିଛି ଦିନ ଆଗରୁ ମୁଖ୍ୟମନ୍ତ୍ରୀ ଙ୍କର ବଲାଙ୍ଗିର ଗସ୍ତ ରେ ମୁଖ୍ୟମନ୍ତ୍ରୀ ଅଞ୍ଚଳ କେ ଶିଳ୍ପ ଅନା ଯିବାର ନେଇ କହିଥିଲେ । କିନ୍ତୁ ଶିଳ୍ପ ନାରେ ପ୍ରାକୃତିକ ପରିବେଶ କେ ସରକାର ଲୁଟ୍ ଲାଗି ଚେଷ୍ଟା କରୁଛନ। ଇ ଥିର ଲାଗି ସ୍ଥାନୀୟ ଲୋକଙ୍କୁ ବି ଅବାଜ ଉଠାବାର କେ ଅନୁରୋଧ କଲେ କୋଶଳ ବାଦି ନେତା ପ୍ରମୋଦ ମିଶ୍ର।