ଅପରାଧତାଜା ଖବର

ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଖୁଜେନ ଗାଁ ରେ ଗୁନିଆ ଭାବି କରି ମାରି ଦେଲା ପୁତୁରା ।

୪ ପୁତୁରା କେ ଅଟକ ରଖିଛେ ପୋଲିସ।

ବଲାଙ୍ଗିର;୨୨/୦୬(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ରେ ଫେର ଘେ ଚାଞ୍ଚଲ୍ୟ। ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଖୁଜେନ ଗାଁ ରେ ଘଟିଛେ ହତ୍ୟାକାଣ୍ଡ। ଗଲା କାଲି ରାତି ଘର୍ ବାହାରେ ଶୁଇ ଥିବାର ସମିୟା ରେ ଗାଁ ର ତୁଲାରାମ ଜାନି କେ ହତ୍ୟା । ୪ ଜଣ ପୁତୁରା ମିଶି ଅତି ନିର୍ମମ ଭାବେ ହତ୍ୟା କରିଥିବାର ଅଭିଯୋଗ । ୪ ପୁତୁରା କେ ଅଟକ ରଖିଛେ ପୋଲିସ । ସେମାନେ ହେଲେ ରୁପବନ୍ତ ଜାନି, ସୁକାନାନ ଜାନି, ଡିଙ୍ଗର ଜାନି ଓ ରୁକ୍ମଣ ଜାନି ।

ଘଟଣା ସ୍ଥଳରେ ରେ ବଲାଙ୍ଗିର ରୁ ସାଇନଟିଫିକ ଟିମ୍ ପହଞ୍ଚି ଘଟଣା ର ତଦନ୍ତ ଜାରି ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!