ଜୀବନଚର୍ଯ୍ୟାତାଜା ଖବର

ବଲାଙ୍ଗିର ମାଲଗୋଦାମ ପଡ଼ା ରେ ସାପ ଚାବି କରି ଭାଇ, ବୁହେନ ର ମୃତ୍ୟୁ।

ଛୋଟ ଛୋଟ ଦୁଇଟା ଛୁଆ କେ ହରେଇ କାନ୍ଦି ରେ ଫାଟି ପଡୁଛେ ପରିବାର ।

ବଲାଙ୍ଗିର;୨୪/୦୬(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ରେ ସକାଲୁ ସକାଲୁ ଦେଖବାର କେ ମିଲିଛେ ଗୁଟେ ଦୁଃଖ ର ଖବର । ଗଲା କାଲି ରାତି ସୁଇ ଥିବାର ସମିୟା ରେ ବଲାଙ୍ଗିର ମାଲଗୋଦାମ ପଡ଼ା ର ଅବଦୁଲ ରହିମ ଙ୍କର ଦୁଇ ଛୁଆ କେ ଚାବି ଦେଲା ସାପ । ପରେ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନା କେ ନେବାର ପରେ ଚିକିତ୍ସାଧିନ ଅବସ୍ଥା ରେ ଡ଼ାକ୍ତର ଦୁହେ କେ ମୃତ ଘୋଷଣା କରିଥିଲେ। ରାତି ପ୍ରାୟ ୧୨.୩୦ ରୁ ୧ ବଜେ ଭିତରେ ଗୁଟେ ବିଷାକ୍ତ ସାପ ଚାବି ଥିବାର କହୁଛନ ପରିବାର ଲୋକେ । ସାପ ଚାବାର ପରେ ପହେଲା ଝିଅ କାନ୍ଦି କାନ୍ଦି ଆସିଥିଲେ ଓ ପରେ ପୁଅ ବାପା ସାପ ସାପ କହି ଡାକିଥିଲେ, ପରିବାର ଲୋକେ ବି ସେ ସାପ କେ ସେ ଜାଗା ରେ ଦେଖିଥିଲେ କିନ୍ତୁ ସାପ କେ ଚିହ୍ନଟ କରିନାଇ ପାରିଥିଲେ । ଦୁଇ ପୁଅ ଝିଅ ଙ୍କର ଅକାଳ ବିୟୋଗ ରେ ଭାଙ୍ଗି ପଡ଼ିଛନ ପରିବାର ଲୋକେ ।

ବର୍ତ୍ତମାନ ବର୍ଷା ଦିନ ଆସଲା ପରେ ଭିନଭିନ୍ ସରୀସୃପ ବିଷାକ୍ତ ଜୀବଜନ୍ତୁ ଘର୍ କେ ଆସବାର ଲାଗି ଚେଷ୍ଟା କରବେ । ସେଥିର ଲାଗି ସମସ୍ତେ ଆମେ ରହୁଥିବାର ଘର୍ ର ଚାରି ଆଡ଼େ ସଫା ସୁତୁରା ରଖବାର ସାଙ୍ଗେ ଫିନାଇଲ ର ବ୍ୟବହାର କରବାର ଜରୁରୀ । ଓ କେନସି ବି ବିଷାକ୍ତ ଜୀବ ଜନ୍ତୁ ଆକ୍ରମଣ କଲେ ତୁରନ୍ତ ଡାକ୍ତରଖାନା ଯାଇ ଡ଼ାକ୍ତର ଙ୍କର ପରାମର୍ଶ ନେବାର ବହୁତ୍ ଜରୁରୀ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!