ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭରାଜନୀତି
ନାରୀ ନିର୍ଯାତନା ପ୍ରତିବାଦରେ ରେ ବଲାଙ୍ଗିର ରେ ଛାତ୍ର ବିଜେଡ଼ି ଓ ପୋଲିସ ମୁହାଁମୁହିଁ।
କଲା ବ୍ୟାଚ ପିନ୍ଧି ଶ୍ରେଣୀ ଗୃହ ବର୍ଜନ ସାଙ୍ଗେ ପ୍ରତିବାଦ ।

ବଲାଙ୍ଗିର;୨୫/୦୬(ମୋର୍ ସମିୟା) ଆଜି ସାରା ଓଡ଼ିଶା ରେ ବିଜୁ ଛାତ୍ର ଜନତା ଦଳ ତରଫରୁ ନାରୀ ନିର୍ଯାତନା ଦିନୁ ଦିନକେ ବଢ଼ି ଚାଲୁ ଥିବାର ନୁ ନୂଆ ସରକାର କେ ବିରୋଧ କରାଯାଇଛେ । ନୂଆ ସରକାର ଆସଲା ପରେ ନାରୀ ଅସୁରକ୍ଷିତ ଥିବାର କହିଛନ ବିଜେଡ଼ି କର୍ମକର୍ତ୍ତା । ଆଜି ବଲାଙ୍ଗିର ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ସାମ୍ନା ରେ ବିଜୁ ଛାତ୍ର ଜନତା ଦଳ ତରଫ ରୁ ମୁଖ୍ୟମନ୍ତ୍ରୀ ଙ୍କର ପୁତଲା ପୁଡ଼ାଲା ବେଲେ ପୋଲିସ ଓ ବିଜୁ ଛାତ୍ର ଙ୍କର ଭିତରେ ଧସ୍ତାଧସ୍ତି ହୋଇଥିଲା। ପରେ ପୋଲିସ କଲେଜ୍ ସାମ୍ନା ରୁ ବିଜେଡ଼ି କର୍ମୀ କେ ଉଠେଇ ନେଇ ଥାନା କେ ନେଇଥିଲେ । ଥାନା ବାହାରେ ବି ମୋହନ ମାଝି ମୁର୍ଦାବାଦ, ରାଜ୍ୟ ସରକାର ହାଏହାଏ ନାରା ରେ କମ୍ପିଥିଲା ଆଦର୍ଶ ଥାନା । ଆଜି ବିକ୍ଷୋଭ ସମିୟା ରେ ବିଶ୍ଵ ବିଦ୍ୟାଳୟ ସାମ୍ନା ରୁ ବିଜେଡ଼ି ଯୁବ ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ଛାତ୍ର ସଭାପତି ସୁମନ ନନ୍ଦ, ବିଭୂତିଭୂଷଣ ମିଶ୍ର, ଆଶିର୍ବାଦ ସାହୁ, ଅଂଶୁମାନ ଗୁରୁ, ପଦ୍ମ ଲୋଚନ ବେହେରା ଅନେକ ଯୁବ ଛାତ୍ର ଙ୍କୁ ଅଟକ ରଖିଥିଲା ପୋଲିସ ।