
ବଲାଙ୍ଗିର;୨୫/୦୬(ମୋର୍ ସମିୟା) ନୂଆ ସରକାର କେ ପୁରିଛେ ବର୍ଷେ। ସରକାର କହୁଛନ ବର୍ଷ ଏକ ଉପଲବ୍ଧି ଅନେକ । କିନ୍ତୁ କେବିକେ ଅଞ୍ଚଳ ରେ ବିକାଶ ଠପ୍ ହେଇଥିବାର ନୁ ବଲାଙ୍ଗିର ଜିଲ୍ଲା ର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କର ସମେତ ଜିଲ୍ଲା ପରିଷଦର ସଭ୍ୟ,ସଭ୍ୟା ଙ୍କର ଶାନ୍ତିପୂର୍ଣ୍ଣ ଧାରଣ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଙ୍କର ନେତୃତ୍ୱ ରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ କେ ତାଲା ଦେଇ ମୁଖ୍ୟ ଫାଟକ ସାମ୍ନା ରେ ୧୭ ଜଣ ଧାରଣ ରେ ବସିଥିବାର ଦେଖବାର କେ ମିଲିଛେ । ଝୋଝୋ ବର୍ଷା ରେ ବି ଆଜି ଦ୍ଵିତୀୟ ଦିନ ରେ ପହଞ୍ଚିଛେ ଧରାଣା । କିନ୍ତୁ ସମସ୍ୟା ର ସମାଧାନ କରବାର କେ ନାଇ ଆସବାର ଜିଲ୍ଲା ପ୍ରଶାସନ କି ରାଜ୍ୟ ସରକାର । ଜିଲ୍ଲା ପ୍ରଶାସନର ଅବହେଳା ଅଭିଯୋଗ । କେବିକେ ଅଞ୍ଚଳ ର ସାମୁହିକ ବିକାଶ,ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ନିଯୁକ୍ତି ଆଦି ଦାବି ରହିଛେ। ସମସ୍ୟା ର ସମାଧାନ ନାଇ ହେବାର ତକ୍ ଅନିର୍ଦ୍ଧିଷ୍ଟକାଳ ଲାଗି ଧାରଣ ରେ ବସବାର କେ ଚେତାବନୀ।