ତାଜା ଖବରଦେଶ ବିଦେଶମୋର ସମୀୟା ଏକ୍ସକ୍ଲୁସିଭ
କେନସି ଦୁଇ ଚକିଆ ଗାଡ଼ି ରେ ନାଇ ଲାଗେ ଟୋଲଟ୍ୟାକ୍ସ,କିଛି ଟା ଗଣମାଧ୍ୟମ ମିଥ୍ୟା ଖବର ପ୍ରସାରଣ କରୁଥିବାର କହେଲେ ପରିବହନ ମନ୍ତ୍ରୀ।
ପ୍ରଚାର ହଉଛେ ମିଥ୍ୟା ଖବର ।

ନୂଆଦିଲ୍ଲୀ;୨୬/୦୬(ମୋର୍ ସମିୟା) ଆଜି କିଛି ଟା ଗଣମାଧ୍ୟମ ରେ ଆଏବାର ୧୫ ତାରିଖ ନୁ ଦୁଇ ଚକିଆ ଗାଡ଼ି ରେ ବି ଟୋଲଟ୍ୟାକ୍ସ ଲାଗବାର ନେଇ ଖବର ପ୍ରସାରଣ ପରେ ଅନେକ ଲୋକ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ । କିନ୍ତୁ କିଛି ସମିୟା ଆଗରୁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରି ଇ ଖବର ମିଥ୍ୟା ବଲି ତାଙ୍କର ସୋସିଆଲ ମିଡିଆ ଏକ୍ସ ରେ ଲେଖିଛନ । ଆଜି ଦେଶ ର ଅନେକ ଗଣମାଧ୍ୟମ ଇ ଖବର ପ୍ରସାରଣ କରବାର ପରେ ସ୍ପଷ୍ଟ କରିଛନ ପରିବହନ ମନ୍ତ୍ରୀ । ସତ୍ୟତା ନାଇ ଜାଣି ଲୋକଙ୍କୁ ଭ୍ରମିତ କରି ଚାପ ଦେବାର ଟା ସୁସ୍ଥ ସାମ୍ବାଦିକତା ର ଲକ୍ଷଣ ନାଇ ସେ,ମୁଇ ଇ ତାକେ ନିନ୍ଦା କରୁଛେ କହିଛନ ମନ୍ତ୍ରୀ । ବର୍ତ୍ତମାନ ଏନ୍ତା କେନସି ନିଷ୍ପତି ନାଇନ,ଦୁଇ ଚକିଆ ଯାନ ଉପରେ ଟୋଲ ପୁରା ଛାଡ଼ ଜାରି ରହିବା କହିଛନ ପରିବହନ ମନ୍ତ୍ରୀ ନୀତିନ ଗଡକରି ।