ପୁରୀ ରଥଯାତ୍ରା ରେ ଅଘଟଣ ପରେ ଜିଲ୍ଲାପାଳ ଓ ଏସପି ଙ୍କର ଉପରେ କାର୍ଯ୍ୟାନୁଷ୍ଠାନ।
ବଦଲିଲେ ପୁରୀ ଜିଲ୍ଲାପାଳ ଓ ଏସପି।

ପୁରୀ;୨୯/୦୬(ମୋର୍ ସମିୟା) ଆଜି ପାହାତିଆ ରେ ପୁରୀ ରେ ଠେଲାପେଲା ଲାଗି ୩ ଜଣ ଙ୍କର ମୃତ୍ୟୁ ହେଇଥିଲା । ଘଟଣା କେ ନେଇ ଦୁଃଖ ପ୍ରକାଶ କରବାର ସାଙ୍ଗେ କ୍ଷମା ମାଗିଥିଲେ ମୁଖ୍ୟମନ୍ତ୍ରୀ । ଘଟଣା କେ ନେଇ ଜିଲ୍ଲାପାଳ ଓ ଏସପି ଙ୍କର ଉପରେ ନିଆଗଲା କଡ଼ା କାର୍ଯ୍ୟାନୁଷ୍ଠାନ। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶେଖର ସ୍ୱାଇଁ ଓ ଏସପି ବିନିତ ଅଗ୍ରୱାଲ କେ ବଦଲି କରାଯାଇଛେ । ନୂଆ ଜିଲ୍ଲାପାଳ ଭାବେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଓ ନୂଆ ଏସପି ଭାବେ ପିନାକ ମିଶ୍ର ଙ୍କୁ ଦାୟିତ୍ୱ ଦିଆଯାଇଛେ ।
ଡ଼ିସିପି ଶ୍ରୀ ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଶ୍ରୀ ଅଜୟ ପାଢୀ ଙ୍କୁ ଦାୟିତ୍ୱ ରେ ଅବହେଳା ଲାଗି ଚାକିରି ନୁ ନିଲମ୍ୱିତ କରାଯାଇଛେ । ଘଟଣା ର ପୁରା ପ୍ରଶାସନିକ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀ ଙ୍କର ନିର୍ଦ୍ଧେଶ। ଉନ୍ନୟନ୍ କମିଶନର ଙ୍କର ଅଧ୍ୟକ୍ଷତା ରେ ହେବା ତଦନ୍ତ ।
ମୁଖ୍ୟମନ୍ତ୍ରୀ କହିଛନ ମହାପ୍ରଭୁ ଙ୍କର ରଥଯାତ୍ରା ଆମର ଲାଗି ଗର୍ବ ଓ ଗୌରବ । ଇ ଥୀରେ ଅବହେଳା ବରଦାସ୍ତ ନାଇକରାଯେ। ସବୁ ଦାୟୀ ବ୍ୟକ୍ତି ଙ୍କର ଵିରୁଦ୍ଧ ରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ।
ମୁଖ୍ୟମନ୍ତ୍ରୀ ଙ୍କର କାର୍ଯ୍ୟାଳୟ ପକ୍ଷ ରୁ ସୂଚନା।