ତାଜା ଖବର

ବରଗଡ଼ ବିକାଶ ଡାକ୍ତରଖାନା ସାମ୍ନା ରେ ଦଁଦଁ ଜଲିଗଲା ନୂଆ ଟ୍ରାକ୍ଟର ବୋଝେଇ ଟ୍ରକ୍ ।

ଟ୍ରକ ର କେବିନ୍ ପୁଡି ହେଇଗଲା ଖାର।

ବରଗଡ଼; ୨୯/୦୬(ମୋର୍ ସମିୟା) ଆଜି ସକାଲୁ ପ୍ରାୟ ୯:୪୫ ସମିୟା ରେ ବରଗଡ଼ ବରହାଗୁଡ଼ା ଛକେ ନୂଆ ଟ୍ରାକ୍ଟର ବୋଝେଇ ଟ୍ରକ୍ ରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗି ଟ୍ରକ୍ ର କେବିନ୍ ପରଛା ପୁଡ଼ି ଯାଇଥିବାର ବେଲକେ ପଛାଡେ ଲଦା ହେଇଥିବାର ୫ ଟା ଟ୍ରାକ୍ଟର ନୁ ଗୁଟେ ନୂଆ ଟ୍ରାକ୍ଟର ରେ ବି ନିଆଁ ଲାଗି ଯାଇଥିଲା । ବାକି ୪ ଟା ଟ୍ରାକ୍ଟର ସୁରକ୍ଷିତ ଥିବାର ସୂଚନା । ଟ୍ରକ୍ ଭିତରେ ଗାଡ଼ି ର କର୍ମଚାରି ମାନେ ଖାନା ବନଉଥିବାର ସମିୟା ରେ ନିଆଁ ଲାଗିଥିବାର କହୁଛନ ସ୍ଥାନୀୟ ଲୋକେ । ଗ୍ୟାସ ଟାଙ୍କି ଫାଟବାର ଆବାଜ୍ ବି ସୁନିଥିବାର୍ କହୁଛନ ସ୍ଥାନୀୟ ଲୋକେ । ଘଟଣା ରେ କାହାର ମୃତାହାତ ନେଇ ହେଇଥିବାର ଜଣାପଡ଼ିଛେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କେ ଆୟତ କରିଥିଲେ ।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନିଆଁ ଲାଗବାର କାରଣ ତଦନ୍ତ ମୁଲ୍ କରିଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!