ତାଜା ଖବର
ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ରେ ହଷ୍ଟେଲ ବର୍ଦ୍ଧିତ ରିଆଡ଼ମିସନ ଫି ପ୍ରତ୍ୟାହାର ଦାବି ନେଇ ଧାରଣା ରେ ଛାତ୍ରଛାତ୍ରୀ।
ତାତିଲେ ଛାତ୍ର ଛାତ୍ରୀ ।

ବଲାଙ୍ଗିର;୦୨/୦୭(ମୋର୍ ସମିୟା) ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଙ୍କର ଅସନ୍ତୋଷ। ବିଶ୍ଵ ବିଦ୍ୟାଳୟ ର ରିଆଡ଼ମିସନ ଫି ପୁରା ପ୍ରତ୍ୟାହାର ଦାବି ନେଇ ଆଜି ଛାତ୍ରଛାତ୍ରୀ ପ୍ରସାଶନିକ ଭବନ ସାମ୍ନା ରେ ଦେଲେ ଧାରଣା। ପୂର୍ବରୁ ୭୯୪୦ ଟଙ୍କା ରିଆଡ଼ମିସନ ଫି ଥିବାର ବେଲକେ ସେଟା ବଢ଼ି କରି ୧୧,୫୦୦ କରା ଯାଇଥିବାର ନୁ ଛାତ୍ର ଛାତ୍ରୀ ଙ୍କର ମନ୍ ରେ ଅସନ୍ତୋଷ ଦେଖବାର କେ ମିଲିଛେ । ଆଜି ସକାଲ ର ୧୦ ବଜେ ନୁ ସନ୍ଧ୍ୟା ୬ ବଜେ ତକ୍ ଧାରଣା ରେ ଛାତ୍ର ଛାତ୍ରୀ ବସିଥିଲେ ବି ଧାରଣା ଜାଗା କେ ପ୍ରତିଶୃତି ଦେବାର କେ ଆସିନାଇ ଥିଲେ ଭି.ସି.। ଧାରଣା ପ୍ରାୟ ୮ ଘଣ୍ଟା ଧରି ନିଖାଇ ନିପିଇ କରି ଚାଲବାର ନୁ ଅନେକ ଛାତ୍ର ଛାତ୍ରୀ ମୂର୍ଚ୍ଛା ହେଇ ଯାଇଥିଲେ । କଲେଜ କର୍ତୃପକ୍ଷ କିଛି ପ୍ରତିଶୃତି ନାଇ ଦେବାର ନୁ ଅସନ୍ତୋଷ ରେ ଛାତ୍ରଛାତ୍ରୀ ।
ବର୍ଦ୍ଧିତ ଫି ପୁରା ପ୍ରତ୍ୟାହାର ନାଇ କଲେ ଅନିର୍ଦ୍ଧିଷ୍ଟକାଳ ଲାଗି ଧାରଣା ଦେବେ ବଲି ଚେତାବନୀ ଦେଲେ ଛାତ୍ରଛାତ୍ରୀ ।