ତାଜା ଖବର

ଆଏବାର ୬ ତାରିଖ ନୁ ଖୁଲବା ହୀରାକୁଦ ଡ଼୍ୟାମ ର ଗେଟ୍।

ଛଡ଼ା ଯିବା ପହେଲା ବନ୍ୟା ପେନ୍ ।

ସମ୍ବଲପୁର;୦୩/୦୭(ମୋର୍ ସମିୟା) ଆଏବାର ୬ ତାରିଖ ଖୁଲବା ହୀରାକୁଦ ଡ଼୍ୟାମ ର ପହେଲା ବନ୍ୟା ର ପାଏନ୍। ପୂଜାର୍ଚ୍ଚନା ପରେ ଖୁଲାଯିବା ଗେଟ୍ । ବର୍ତ୍ତମାନ ସୁଦ୍ଧା ହୀରାକୁଦ ର ଜଳସ୍ତର ୬୦୩ ଫୁଟ ରହିଛେ । ହୀରାକୁଦ ଜଳଭଣ୍ଡାର କେ ପ୍ରତି ସେକେଣ୍ଡ ରେ ୧ ଲକ୍ଷ୍ୟ ୨ ହଜାର କ୍ୟୁସେକ ବନ୍ୟା ଜଳ ଆସୁଛେ। ହୀରାକୁଦ ଗେଟ୍ ଖୁଲବାର ଆଗରୁ ତଳିଆ ଅଞ୍ଚଳ ର ଲୋକ କେ ନଦୀ କେ ନାଇ ଯିବାର ସାଙ୍ଗେ ସତର୍କ ରହିବାର କେ ସୂଚନା ଦିଆ ଯାଇଛେ । ଆଏବାର କାଲି ନୁ ୨ ଦିନ ତକ୍ ମାଇକ ସାହାଯ୍ୟ ରେ ଲୋକଙ୍କୁ ସତର୍କ କରାଯିବା । ବର୍ତ୍ତମାନ ସୁଦ୍ଧା ଜଣାନାଇ ପଡ଼ବାର କେତେ ଟା ଗେଟ୍ ଖୁଲା ଯିବା ।
ସୂଚନା ଦେଲେ ହୀରାକୁଦ ଡେମ କର୍ତ୍ତୃପକ୍ଷ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!