
ଭୁବନେଶ୍ୱର;୦୮/୦୭(ମୋର୍ ସମିୟା) ରାଜ୍ୟ ସଭାପତି ଭାବେ ଘୋଷଣା ହେଲା ମନମୋହନ ସାମଲ ଙ୍କର ନା । ୪ ନମ୍ୱର୍ ଥର ଲାଗି ରାଜ୍ୟ ସଭାପତି ହେଲେ ମନମୋହନ। ଗଲାକାଲି ଜଣେ ନ ବ୍ୟକ୍ତି ମନମୋହନ ସାମଲ ନାମାଙ୍କନ ଭେରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଂଜୟ ଜୟସ୍ଵାଲ ଙ୍କର ଉପସ୍ଥିତି ରେ କରିଥିଲେ ନାମାଙ୍କନ ଦାଖଲ । ସେ ୨୦୦୪ ନୁ ୨୦୦୮ ତକ୍ ମେଣ୍ଟ ସରକାର ରେ ମନ୍ତ୍ରୀ ବି ରହିଥିଲେ । ସେ ସଭାପତି ଥିବାର ସମିୟା ରେ ୨୦୨୪ ନିର୍ବାଚନ ରେ ବିଜେପି କ୍ଷମତା କେ ଆସି ସରକାର ବି ଗଠନ କରିଛେ । ମନମୋହନ ଙ୍କର ସମିୟା ରେ ବିଜେପି କେ ଅନେକ ସଫଳତା ପାଇଥିବାର ନେଇ ଚର୍ଚ୍ଚା । ଇହାଛିନ ରାଏଜେ ବିଜେପି ସରକାର୍ ଶାସନ ଗାଦି ରେ ଥିବାର ନୁ ମନମୋହନ ଙ୍କର ଉପରେ ରହିଛେ ଅନେକ ଦାୟିତ୍ଵ । ମନମୋହନ ଙ୍କର ଅନେକ ଅଭିଜ୍ଞତା ଥିବାର ନୁ କର୍ମୀ ମାନକେ ଆର୍ ମଜଭୁତ କରବେ ବଲି ଫେର ଥରେ ରାଜ୍ୟ ସଭାପତି ର ଦାୟିତ୍ଵ ଦେଇଥିବାର ନେଇ ସାଧାରଣ ରେ ଚର୍ଚ୍ଚା ।