ତାଜା ଖବରଦେଶ ବିଦେଶମୋର ସମୀୟା ଏକ୍ସକ୍ଲୁସିଭ

୬ ଦଫା ଦାବି ନେଇ ଡ୍ରାଇଭର ମହାସଂଘ ଙ୍କର ଆନ୍ଦୋଳନ ।

ଗମନାଗମନ ଠପ୍,ଲୋକେ ହେଲେ ହଇରାଣ।

ବଲାଙ୍ଗିର;୦୮/୦୭(ମୋର୍ ସମିୟା) ଆଜି ନୁ ରାଜ୍ୟ ରେ ମୁଲ ହେଲା ଡ୍ରାଇଭର ମାନଙ୍କର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ । ଗଲା ମାସ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଦିଆଯାଇଥିଲା ସୂଚନା । ୬ ଦଫା ଦାବି ନେଇ ଆନ୍ଦୋଳନ ରେ ବସିଛନ ଡ୍ରାଇଭର ସଂଘ । ସରକାର କେ ବାରମ୍ବାର ଅବଗତ କରବାର ପରେ ବି ସରକାର କିଛି ପଦକ୍ଷେପ ନାଇ ନେବାର ନୁ ଶେଷ କେ ଅନୋଲାନ ର ସାହାରା ନେଲେ ଡ୍ରାଇଭର ସଂଘ । ସ୍କୁଲ୍ ବସ୍, ଅମ୍ବୁଲେନ୍ସ ସେବା, ଓମଫେଡ଼,ସରକାରୀ ଗାଡ଼ି ଏନ୍ତା କିଛି ଜରୁରୀ ସେବା କେ ଦିଅ ଯାଇଛେ ବାଦ।

ଡ୍ରାଇଭର ମାନେ ଆନୁଥିବାର୍ ଦାବି ମାନେ ହେଲା ୬୦ ବର୍ଷ ରେ ପେନସନ ସୁବିଧା,ଦୁର୍ଘଟଣା ରେ ୫ ଲକ୍ଷ ଟଙ୍କା ଚିକିତ୍ସା ସହାୟତା, ଡ୍ରାଇଭିଙ୍ଗ ଲାଇସେନ୍ସ ୧୫ ହଜାର ଟଙ୍କା ନୁ କମ୍, ସେପ୍ଟେମ୍ବର ୧ କେ ଜାତୀୟ ଡ୍ରାଇଭର ଦିବସ ଲାଗି ଘୋଷଣା,ଦୁର୍ଘଟଣା ହେଲେ ଡ୍ରାଇଭର ଙ୍କର ପରିବାର କେ ୨୦ ଲକ୍ଷ ଟଙ୍କା ର ସହାୟତା, ଡ୍ରାଇଭର ଙ୍କର ଲାଗି ପ୍ରତି ୧୦୦ ମିଟର ରେ ଶୌଚାଳୟ ଓ ବିଶ୍ରାମାଗାର ର ବ୍ୟବସ୍ଥା ଏନ୍ତା ଅନେକ କିଛି ଦାବି ନେଇ ରାଜରସ୍ତା ରେ ଡ୍ରାଇଭର ସଂଘ। ଅଖଚକ ସବୁ ବନ୍ଦ ହେଇ ପ୍ରାୟ ୨ ଲକ୍ଷ ଡ୍ରାଇଭର ରାଜରାସ୍ତା ରେ ଥିବାର ନୁ ଗମନା ଗମନ ଅସୁବିଧା ହେବାର ନୁ ଲୋକେ ହେଉଛନ ହଇରାଣ । ସରକାର ଦାବି ନାଇ ସୁନଲେ ଅନିର୍ଦ୍ଧିଷ୍ଟ କାଳ ଲାଗି ବନ୍ଦ ରହିବା ବଲି ଚେତାବନୀ ଦେଲେ ଡ୍ରାଇଭର ମହାସଂଘ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!