ତାଜା ଖବର
ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଲାଗୁ ହେଲା ନୂଆ ନିୟମ,ଫେଲ ହେଲେ ଦେବେ ଆଉଥରେ ପରୀକ୍ଷା ।
ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ।

ଭୁବନେଶ୍ଵର;୧୦/୦୭(ମୋର୍ ସମିୟା) ଶିକ୍ଷା କ୍ଷେତ୍ରରେ କରାଗଲା ପରିବର୍ତ୍ତନ । ଆଉ ନାଇ ନ ସବୁ ଶ୍ରେଣୀ ରେ ପାସ ର ବ୍ୟବସ୍ଥା। ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ଫେଲ ହେଲେ ୨ ମାସ ପରେ ଦେବେ ଆଉଥରେ ପରୀକ୍ଷା । ଯଦି ସେ ପରୀକ୍ଷା ରେ ବି ଫେଲ ହେଲେ,ସେ ଶ୍ରେଣୀ ରେ ଆଉଥରେ ପଢ଼ବେ ଛାତ୍ରଛାତ୍ରୀ । ଇ ବ୍ୟବସ୍ଥା କରବାର ଦ୍ଵାରା ଛାତ୍ରଛାତ୍ରୀ ଙ୍କର ଶିକ୍ଷା ରେ ବିକାଶ ହେବାର ସାଙ୍ଗେ ପଢ଼ା ପ୍ରତି ତାଙ୍କର ଆଗ୍ରହ ପଢ଼ବା କହିଛନ ଗଣଶିକ୍ଷା ମନ୍ତ୍ରୀ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ।