ତାଜା ଖବର

ଜିଦ୍ ରେ ଅଟଳ ଡ୍ରାଇଭର ସଂଘ,ରାଜ୍ୟ ରେ ଘରୋଇ ବସ ମାଲିକ ସଂଘ ର ନିଷ୍ପତି ଆଜି ନୁ ଚାଲବା ବସ୍ ।

ଲୋକଙ୍କର ସ୍ବାର୍ଥ କେ ଦେଖି ବ୍ୟବସ୍ଥା।

ବଲାଙ୍ଗିର;୧୨/୦୭(ମୋର୍ ସମିୟା) ଡ୍ରାଇଭର ଙ୍କର ଆନ୍ଦୋଳନ କେ ହେଇଗଲାନ ୫ ଦିନ ହେଲେ ନାଇ ବାହାରି ପାରବାର ସମାଧାନ ର ବାଟ । ଜିତ ରେ ଅଟଳ ଡ୍ରାଇଭର ସଂଘ । ୬ ଦଫା ଦାବି ନେଇ ମଙ୍ଗଳବାର ନୁ ଆନ୍ଦୋଳନ ରେ ବସିଛନ ଡ୍ରାଇଭର ସଂଘ । ମନ୍ତ୍ରୀ କହୁଛନ ଆଲୋଚନା ସଫଲ ହେଇଛେ କିନ୍ତୁ ଡ୍ରାଇଭର ମାନଙ୍କୁ ଦରକାର୍ ଲିଖିତ ପ୍ରତିଶ୍ରୁତି । ଡ୍ରାଇଭର ଙ୍କର ଅନ୍ଦିଆଲନ ଓ ସରକାର ଙ୍କର ଜିତ ଭିତରେ ପିଶୀ ହେଇ ଯାଉଛନ ସାଧାରଣ ଲୋକେ । ଲୋକେ ଭୋଗୁଛନ ଅସୁବିଧା ।
ଶେଥିର ଲାଗି ଲୋକଙ୍କର ସ୍ବାର୍ଥ ଲାଗି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ତରଫ ରୁ ଆଜି ନୁ ବସ୍ ଚଳାଚଳ କେ ସ୍ଵାଭାବିକ କରବାର ଲାଗି ନିଷ୍ପତି ନିଆ ଯାଇଛେ । ଏନେଇ କରି ଡ୍ରାଇଭର ସଂଘ କେ ବି ସୂଚନା ଦିଆଯିବାର ସାଙ୍ଗେ ସରକାର କେ ବି ସୁରକ୍ଷା ଯୋଗେଇ ଦିଆଯାଉ ବଲି ସୂଚନା ଦେଇଛେ ଘରୋଇ ବସ୍ ମାଲିକ ସଂଘ। ଲୋକଙ୍କର ସ୍ୱାର୍ଥ କେ ଦେଖି କେନସି ବସ୍ କେ ନାଇ ଅଟକାବାର କେ ଅନୁରୋଧ କଲେ ଓଡ଼ିଶା ବସ୍ ମାଲିକ ସଂଘ ର ସଭାପତି ଲୋକନାଥ ପାଣି।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!