ତାଜା ଖବର

ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନା ଉପରୁ ଡେଗିଦେଲେ ରୋଗୀ ।

ଗୁରୁତର ଅବସ୍ଥା ରେ ଉଦ୍ଧାର।

ବଲାଙ୍ଗିର;୧୪/୦୭(ମୋର୍ ସମିୟା) ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନା ର ୨ ନମ୍ବର ମହଲା ଛାତ ନୁ ଡେଗିଦେଲେ ରୋଗୀ । କେନସି କାରଣ ରୁ ରୋଗୀ ଭୀମ ଭୋଇ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିଲେ,କିନ୍ତୁ ଆଜି ସେ ମେଡ଼ିସିନ୍ ୱାଡ଼ ର ୨ ମହଲା ଛାତ ଉପରୁ ଡେଗି ଦେଇଥିଲେ। ଉପର ମହଲା କେ ଯିବାର ସିଡି ପାଖର ୨ ଟା ପ୍ଲେଟ ଭାଙ୍ଗି ତଲକେ ଡେଗି ଦେଇଛନ ରୋଗୀ । ପରେ ତାଙ୍କୁ ଗୁରୁତର ଅବସ୍ଥା ରେ ଡ଼ାକ୍ତରଖାନା ର ସର୍ଜରି ୱାଡ଼ ରେ ଭର୍ତି କରାଜାଇଥିଲା । ୧୨ ତାରିଖ ରୋଗି ଜଣକ ମେଡିସିନ ୱାଡ଼ ରେ ଭର୍ତ୍ତି ହେଇଥିଲେ । ରୋଗୀ ଜଣକ ହେଲେ ବଲାଙ୍ଗିର ଖରସେଲ ପଡ଼ା ର ପୂର୍ଣ୍ଣଚନ୍ଦ୍ର ସାହୁ । ସେ ଜଣେ ମାନସିକ ରୋଗୀ ହେଇଥିବାର ନେଇ ପରିବାର ଲୋକଙ୍କର ସୂଚନା । କିନ୍ତୁ ପରିବାର ଲୋକଙ୍କର ଅଭିଯୋଗ ଏତେ ସିକ୍ୟୁରିଟି ବ୍ୟବସ୍ଥା ଥିବାର ସତ୍ତ୍ଵେ ବି ରୋଗୀ ଡେଗବାର ସମିୟା ରେ କାଣା କରାଯାଉଥିଲା ?

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!