
ବଲାଙ୍ଗିର;୧୬/୦୭(ମୋର୍ ସମିୟା) ବାଲେଶ୍ଵର ଏଫଏମ କଲେଜ୍ ଛାତ୍ରୀ ସୌମ୍ୟଶ୍ରି ବିଶି ମୃତ୍ୟୁ ଘଟଣା କେ ନେଇ ତେଜିଛେ ରାଜ୍ୟ ରାଜନୀତି। ଗଲା ଶନିବାର ଦିନ ନିଜର ଦିହେ ନିଆଁ ଲଗେଇ ଦେଇଥିଲେ ଛାତ୍ରୀ । ଏମ୍ସ ରେ ଚିକିତ୍ସା ଚାଲୁଥିବାର ସମିୟା ରେ ତାଙ୍କର ଦେହାନ୍ତ ହେଇଛେ । ଇ ଘଟଣା କେ ନେଇ ଆଏବାର କାଲି ଅର୍ଥାତ୍ ୧୭ ତାରିଖ ଓଡ଼ିଶା ବନ୍ଦ ଡାକରା ଦେଇଛେ କଂଗ୍ରେସ। ଇ ବନ୍ଦ ଡାକରା ରେ ଦୁକାନ ବଜାର,ସ୍କୁଲ୍ କଲେଜ୍,ବସ ଚଳାଚଳ,ପେଟ୍ରୋଲ ପମ୍ପ ଆଦି ବନ୍ଦ ରହେବା । ସକାଳ ର ୬ ରୁ ସନ୍ଧ୍ୟା ୬ ତକ୍ ରହେବା ବନ୍ଦ।
ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ।