ତାଜା ଖବର
ଜିଅନ୍ତା ନାଗ ସାପ କେ ଚାବି ଖାଇ ଦେଲେ ଜଣେ ନିଶାସକ୍ତ ବ୍ୟକ୍ତି ।
ଗୁରୁତର ଅବସ୍ଥା ରେ ଡ଼ାକ୍ତରଖାନା ରେ ଭର୍ତ୍ତି ।

ବଲାଙ୍ଗିର;୧୯/୦୭(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ତେନ୍ତେଲଖୁଣ୍ଟି ଗାଁ ରେ ଦେଖବାର କେ ମିଲିଛେ ଅଭାବନୀୟ ଘଟଣା। ଗାଁ ର ୫୦ ବର୍ଷୀୟ ଦେବାର୍ଚ୍ଚନ ଭୋଇ ନିଆସକ୍ତ ଅବସ୍ଥା ରେ ଜିଅନ୍ତା ନାଗ ସାପ କେ ଚାବି ଖାଇ ଦେବାର ଘଟଣା ସାମ୍ନା କେ ଆସିଥିଲା । ଘରର ଲୋକ ଯାନବାର ପରେ ପହେଲା ତୁଷୁରା ଡ଼ାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା କରିଥିଲେ, ପରେ ପରେ ଭୀମ ଭୋଇ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ସେ ଏବେ ସୁସ୍ଥ ଥିବାର ଜଣାପଡ଼ିଛେ । ତାଙ୍କୁ ୨୪ ଘଣ୍ଟା ଲାଗି ଡ଼ାକ୍ତରଖାନା ରେ ଭର୍ତ୍ତି କରାଜାଇଛେ । ସେ କେନସି ମାନସିକ ରୋଗୀ ବି ନାଇ ସେ, ମଦ ନିଶା ରେ ଏନ୍ତା କରିଥିବାର ସୂଚନା ।