
ବଲାଙ୍ଗିର;୨୧/୦୭(ମୋର୍ ସମିୟା) ବାଲେଶ୍ବର ଫକିର ମୋହନ କଲେଜ୍ ରେ ଛାତ୍ରୀ ପେଟ୍ରୋଲ ଢ଼ାଲି ନିଆଁ ଲଗାବାର ପରେ ସାରା ଦେଶ ରେ ଚର୍ଚ୍ଚା । ଚିକିତ୍ସା ହେଉଥିବାର ସମିୟା ରେ ଭୁବନେଶ୍ୱର ଏମ୍ସ ରେ ହେଇଥିଲା ଛାତ୍ରୀ ଙ୍କର ମୃତ୍ୟୁ। ଇ ଘଟଣା ରେ ପେଟ୍ରୋଲ ପମ୍ପ ରେ ଖୁଲା ରେ କିଏ ପେଟ୍ରୋଲ ଦେଲା ଆଉ କିଏ ପେଟ୍ରୋଲ ଆଣିଥିଲା, ଇ ତାକେ ନେଇ ଉଠିଥିଲା ବଡ଼ ପ୍ରଶ୍ନ ?
ଏନେଇ ଗଲାକାଲି ପେଟ୍ରୋଲ ଡିଲର୍ଶ ଆସୋସିଏସନ୍ ପକ୍ଷ ରୁ ଦିଆଗଲା ବଡ଼ ସୂଚନା । ଏତକର ଗ୍ରାହକ କେ ଆଉ ନାଇ ମିଲେ ବୁତଲ ରେ ପେଟ୍ରୋଲ । ଖାଲି ଗାଡ଼ି ରେ ଦିଆଯିବା ପେଟ୍ରୋଲ । ଯେ କେହି ବି ବୁତଲ ନେଇ ଗଲେ ଆଉ ନାଇ ମିଲେ ପେଟ୍ରୋଲ କିମ୍ବା ଡିଜେଲ। ଅତି ଆବଶ୍ୟକ ପଡଲେ ଆଧାରକାର୍ଡ ଜେରକ୍ସ ରଖି ଦିଆଯିବ ପେଟ୍ରୋଲ । ଇ ନିୟମ ଟା ଆଗରୁ ଥିଲେ ବି ପେଟ୍ରୋଲ ପମ୍ପ ରେ ପାଳନ ନାଇ ହେଉଥାଇ । କିନ୍ତୁ ଏବେ ଚେତିଛନ ସରକାର, ବହୁତ୍ ଜଲଦି ଆସବା ଗାଇଡଲାଇନ।
ସୂଚନା ଦେଲେ ପେଟ୍ରୋଲ ଡିଲର୍ଶ ଆସୋସିଏସନ୍ ସଭାପତି ।