ତାଜା ଖବରଦେଶ ବିଦେଶମୋର ସମୀୟା ଏକ୍ସକ୍ଲୁସିଭସ୍ପେସାଲ୍ ରିପୋର୍ଟ

ଇସ୍ତଫା ଦେଲେ ଭାରତ ର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼।

ରାଷ୍ଟ୍ରପତି ଙ୍କୁ ଦେଲେ ଇସ୍ତଫା ପତ୍ର।

ନୂଆଦିଲ୍ଲୀ;୨୨/୦୭(ମୋର୍ ସମିୟା)ଇସ୍ତଫା ଦେଲେ ଭାରତ ର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ୨୦୨୨ ମସିହା ରେ ଭାରତର ୧୪ ତମ ଉପରାଷ୍ଟ୍ରପତି ଭାବେ ନେଇଥିଲେ ଶପଥ । କାର୍ଯ୍ୟକାଳ ଶେଷ ହେବାର ଆଗରୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଙ୍କୁ ଚିଠି ମାଧ୍ୟମ ରେ ଦେଲେ ଇସ୍ତଫା । ଇସ୍ତଫା ପତ୍ର ରେ ସ୍ଵାସ୍ଥ୍ୟ ସମସ୍ୟା ଥିବାର ଜଣେଇଛନ ଉପରାଷ୍ଟ୍ରପତି । ୨୦୨୭ ଅଗଷ୍ଟ ୧୦ ରେ ହେଇଥିତା କାର୍ଯ୍ୟକାଳ ଶେଷ । କର୍ମକ୍ଷେତ୍ର ରେ ରାଷ୍ଟ୍ରପତି ଙ୍କୁ ତାଙ୍କର ସହଯୋଗ ଲାଗି ଧନ୍ୟବାଦ ଜଣେଇଛନ । ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପରିଷଦ କେ ବି ଧନ୍ୟବାଦ୍ ଜଣେଇଛନ । ଭାତର ର ଆର୍ଥିକ ବିକାଶ ଓ ପରିବର୍ତ୍ତନ ଦେଖବାର ମୋର୍ ସୌଭାଗ୍ୟ କହିଛନ୍ ଧନଖଡ଼। ଉପରାଷ୍ଟ୍ରପତି ହେବାର ପୂର୍ବରୁ ସେ ପଶ୍ଚିମବଙ୍ଗ ର ରାଜ୍ୟପାଳ ବି ଥିଲେ । ୨୦୨୨ ଅଗଷ୍ଟ ୬ ରେ ହେଇଥିବାର ଉପରାଷ୍ଟ୍ରପତି ନିର୍ବାଚନ ରେ ବିରୋଧୀ କେ ପରାସ୍ତ କରି ଧନଖଡ଼ ୭୨୫ ଭୋଟ ନୁ ୫୨୮ ଭୋଟ ପାଇଥିଲେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!