ଜୀବନଚର୍ଯ୍ୟାତାଜା ଖବର
କଟକ ରୁ ବଲାଙ୍ଗିର ଆସୁଥିବାର ସମିୟା ରେ ଦଶପଲ୍ଲା ଥାନା ସରିଗଣ୍ଡା ଛକ ରେ ବସ୍ ଦୁର୍ଘଟଣା ।
ଅନେକ ଯାତ୍ରୀ ଆହତ ହେଇଥିବାର ସୂଚନା ।

ବଲାଙ୍ଗିର;୨୬/୦୭(ମୋର୍ ସମିୟା) କଟକ ନୁ ବଲାଙ୍ଗିର ଅଭିମୁଖେ ଆସୁଥିବାର ମିଶ୍ର ନାମକ ଘରୋଇ ବସ୍ (ଓଡି ୦୩ ଏଫ ୫୧୮୮) ଦଶପଲ୍ଲା ଥାନା ସରିଗଣ୍ଡା ଛକ ରେ ଭାରସାମ୍ୟ ହରେଇ ଡୁଲି ତଲକେ ଉଲଟି ପଡ଼ିଥିବାର ସୂଚନା । ଘଟଣା ସ୍ଥଳରୁ ଗାଡ଼ି ଚାଳକ ଫେରାର ହେଥିବର୍ ଜଣାପଡ଼ିଛେ । ବସ ଯାତ୍ରୀ ଙ୍କର ଅଭିଯୋଗ ବସ ଚାଳକ ନିଶାସକ୍ତ ଅବସ୍ଥା ରେ ଗାଡ଼ି ଦ୍ରୁତଗତି ରେ ଚଲାବାର ନୁ ଦୁର୍ଘଟଣା ଘଟିଛେ । ବସ ରେ ପ୍ରାୟ ୧୫ ଜଣ ଯାତ୍ରୀ ଥିବାର କହିଛନ ହେଲପର, ସେଥିରୁ ୪ ଜଣ ଗୁରୁତର ହେଇଛନ । ସବୁ ଯାତ୍ରୀ କେ ପହେଲା ଦଶପଲ୍ଲା ଓ ପରେ ନୟାଗଡ଼ ଡ଼ାକ୍ତରଖାନା ରେ ଚିକିତ୍ସା କରାଯାଇଥିଲା। ହେଲପର ଙ୍କର କହିବାର ମୁତାବକ ସାମ୍ନା ଆଡୁ ଟ୍ରକ ଆସିଯିବର୍ ନୁ ତାହାକେ ରାସ୍ତା ଦେବାର ଲାଗି ଗାଡ଼ି ତଲକେ ଉଲଟି ଗଲା।
ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି ବସ୍ ଜତବ୍ କରି ତଦନ୍ତ ଆରମ୍ଭ କରିଛେ ।