ଜୀବନଚର୍ଯ୍ୟାତାଜା ଖବରମନୋରଞ୍ଜନ
ବଲାଙ୍ଗିର ଜିଲ୍ଲା ରେ ବାହାରିଲା ନୂଆଁଖାଇ ଲଗନ୍,ଅଗଷ୍ଟ ୨୮ ରେ ପଶ୍ଚିମ ଓଡ଼ିଶା ର ପରୁହା ତିହାର ନୂଆଁଖାଇ।
ଶୈଳଶ୍ରି ପେଲେଶ ରେ ଘୋଷଣା ହେଲା ସମିୟା।

ବଲାଙ୍ଗିର;୨୭/୦୭(ମୋର୍ ସମିୟା) ପଶ୍ଚିମ ଓଡ଼ିଶା ର ପରୁହା ତିହାର ନୂଆଁଖାଇ ଲାଗି ବାହାରିଲା ଲଗନ୍। ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେଶ ରେ ସମିୟା ଘୋଷଣା କଲେ ରାଜ ପୁରୋହିତ । ଭୁଦୋ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥି ଆଏବାର ୨୮ ତାରିଖ ଦିନ ୯.୪୭ ମିନିଟ୍ ରୁ ୧୧.୧୧ ମିନିଟ୍ ଭିତରେ ଲାଗି ହେବା ନବାନ୍ନ। ସବୁ ବର୍ଷ ପହେଲା କରି ବଲାଙ୍ଗିର ଜିଲ୍ଲା ରେ ହେଇଥିଶି ନୂଆଁଖାଇ ଲଗନ୍ ଧାର୍ଯ୍ୟ। ମା ସମଲେଶ୍ଵରୀ ଓ ମା ପାଟଣେଶ୍ୱରୀ ଓ ପାଟଣା ମହାରାଜ ଙ୍କର ରାଶି ନକ୍ଷତ୍ର ଅନୁସାରେ ହେଇଥିଶି ଲଗନ୍ ଧାର୍ଯ୍ୟ ।