ତାଜା ଖବର
ଗଛ ନାଇ ଲଗାବାର ଲାଗି ୧୧ ବିଇଓ ଙ୍କର ଦରମା ବନ୍ଦ କଲେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ।
ଜୁଲାଇ ମାସର ଦରମା ବନ୍ଦ କଲେ ଶିକ୍ଷା ଅଧିକାରୀ ।
ବଲାଙ୍ଗିର;୩୦/୦୭(ମୋର୍ ସମିୟା) “ଏକ ପେଡ଼ ମା କେ ନାମ” କାର୍ଯକ୍ରମ ରେ ଗଛ ନାଇ ଲଗାବର୍ ନୁ ବଲାଙ୍ଗିର ଜିଲ୍ଲା ର ୧୧ ବିଇଓ ଙ୍କର ଜୁଲାଇ ମାସର ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷା ଅଧିକାରୀ । ଏକ ପଡେ ମା କେ ନାମ କାର୍ଯକ୍ରମ କେ ଜିଲ୍ଲା ର ବିଭିନ୍ନ ସରକାରୀ ସ୍କୁଲ୍ ମାନକେ ବୃକ୍ଷ ରୋପଣ ନାଇ କରୁଥିବାର ଦେଖାଯାଇଥିଲା । ଇ ଘଟଣା ରେ ବଲାଙ୍ଗିର ଜିଲ୍ଲା ର ଆଗଲପୁର, ସଇଁନ୍ତଲା, ଦେଓଗାଁ,ଟିଟିଲାଗଡ଼, ଗୁଡ଼ଭେଲା,ପାଟଣାଗଡ, ବଙ୍ଗୋମୁଣ୍ଡା, ମୁରିବାହାଲ,,ତୁରେକେଲା, ବେଲପଡ଼ା, ପୁଇଁନ୍ତଲା ବିଇଓ ଙ୍କର କାର୍ଯ୍ୟ ରେ ଅବହେଳା ଲାଗି ଜୁଲାଇ ମାସ ର ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ।




