ଜୀବନଚର୍ଯ୍ୟାତାଜା ଖବର

ସ୍କୁଲ ର ମଧ୍ୟାହ୍ନ ଭୋଜନରେ ବହାରିଲା ଝିଟପିଟି,ଛାତ୍ର ଛାତ୍ରୀ ଖାଇ ଅସୁସ୍ଥ।

୨୦ ରୁ ଅଧିକ ଛାତ୍ର ଛାତ୍ରୀ ଅସୁସ୍ଥ।

ବଲାଙ୍ଗିର;୦୨/୦୮(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ୍ ତେନ୍ତେଲଖୁଣ୍ଟି ନୋଡାଲ ଉଚ୍ଚ ବିଦ୍ୟାଳୟରେ ଘଟିଛେ ଅଭାବନୀୟ ଘଟଣା। ସ୍କୁଲ ର ମଧ୍ୟାହ୍ନ ଭୋଜନ ଖାଇ ଡାକ୍ତରଖାନା ରେ ଭର୍ତ୍ତି ଛାତ୍ର ଛାତ୍ରୀ । ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡ଼ିଥିଲା ଖାଦ୍ୟଖାଇ ଅନେକ ଛାତ୍ର ଛାତ୍ରୀ ଅସୁସ୍ଥ ହେଇ ଥିବାର ଦେଖବାର କେ ମିଲିଥିଲା । ପ୍ରାୟ ୨୦ ରୁ ଅଧିକା ଛାତ୍ର ଛାତ୍ରୀ କେ ଟିଟିଲାଗଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ଖାଦ୍ୟ ରେ ଝିଟିପିଟି ପଡ଼ିଥିବାର ଯାନବାର ଆଗରୁ ଅନେକ ଛାତ୍ର ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ସାରିଥିଲେ,ପରେ ତାଙ୍କର ମୁଣ୍ଡ ବୁଲାବାର ସାଙ୍ଗେ ଅନେକ ଜନ ଅସୁସ୍ଥତା ଅନୁଭବ କରିଥିଲେ । ଘଟଣା କେ ନେଇ ଛାତ୍ର ଛାତ୍ରୀ ଙ୍କର ଅଭିଭାବକ ଙ୍କର ମନେ ଅସନ୍ତୋଷ । ଇ ଘଟଣା କେ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ଲାଗି ଦାବି କରିଛନ ଅଭିଭାବକ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!