
କୋରାପୁଟ;୦୯/୦୮(ମୋର୍ ସମିୟା) ରାକ୍ଷୀ ପୂର୍ଣିମା ଅବସର ରେ କୋରାପୁଟ ଜିଲ୍ଲା ଜୟପୁର ରୁ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ବଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଆଜି ୧ କୋଟି ମହିଳା ଙ୍କର ଖାତା କେ ଯିବା ୫ ହଜାର ଟଙ୍କା। ସୁଭଦ୍ରା ଯୋଜନା ରେ ୧ କୋଟି ୬୫ ହଜାର ୮୭୭ ଜଣ ମହିଳା ପ୍ରଥମ କିସ୍ତି ଓ ୯୮ ଲକ୍ଷ ୮୨ ହଜାର ୯୨ ମହିଳା ଦିତୀୟ କିସ୍ତି ଟଙ୍କା ପାଇଛନ । ସବୁ ବର୍ଷ ରାକ୍ଷୀ ପୂର୍ଣିମା ଓ ମହିଳା ଦିବସ ରେ ସୁଭଦ୍ରା ଟଙ୍କା ଦେବାର କେ ନିଷ୍ପତ୍ତି ନେଇଥିଲେ ସରକାର । ଏବେ ତକ ବି ୨ ଲକ୍ଷ ହିତାଧିକାରୀ ସୁଭଦ୍ରା ଯୋଜନା ରୁ ବାଦ୍ ପଡ଼ିଛନ । ଜେନ ହିତାଧିକାରୀ ମାନେ ପହେଲା ଦୁଇଟା କିସ୍ତି ରେ ଟଙ୍କା ନାଇ ପାଇଥାଇ ସେମାନକେ ସେମାନକେ ବି ଟଙ୍କା ଦେବାର ଲାଗି ପ୍ରକ୍ରିୟା ଆରମ୍ଭ ହେବା ।