ତାଜା ଖବର

ଚାବିଦେଲା ପାଗଲ୍ କୁକୁର୍,ଚାଲିଗଲା ୨ ଜଣ ଙ୍କର ଜୀବନ।

ଭୟବିତ ସ୍ଥାନୀୟ ଗ୍ରାମବାସୀ ।

ବଲାଙ୍ଗିର;୧୦/୦୯(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଚିଞ୍ଚେଡ଼ ଗାଁ ରେ ପାଗଲ କୁକୁର ଚାବି ୨ ମୃତ । ମୃତକ ମାନେ ହେଲେ ହୃଷୀକେଶ ରଣା ଓ ଜିଗେନ୍ଦ୍ର ଛତ୍ରିଆ । ଉଭୟ ଙ୍କର ଚିକିତ୍ସା ଚାଲିଥିବାର ସମିୟା ରେ ମୃତ୍ୟୁ ହେଇଥିବାର ସୂଚନା । ପହେଲା ସେମାନକୁ ବଲାଙ୍ଗିର ଭୀମ ଭୋଇ ଡ଼ାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାର ନୁ ବୁର୍ଲା ଡ଼ାକ୍ତରଖାନା କେ ପଠେଇ ଦିଆ ଯାଇଥିଲା। ଆର୍ ଆଜି ବୁର୍ଲା ରେ ତାଙ୍କର ମୃତ୍ୟୁ ହେଇଛେ । ଜୁଲାଇ ୨୩ ତାରିଖ ସକାଳୁ ନିଜର ଖେତଖଲା କାମ ତ ଆର୍ କିଏ ଶୌଚ ହେବାର କେ ଯାଉଥିବାର ସମିୟା ରେ ପାଖାପାଖି ୬ ଜଣ କେ କୁକୁର ଚାବି ଦେଇଥିଲା । ୬ ଜଣଙ୍କର ଭିତରୁ ୪ ଜଣ ସୁସ୍ଥ ହେଇ ଘର୍ କେ ଫିରିଥିଲେ ।ସେଥିରୁ ମୃତକ ଯିଗେନ୍ଦ୍ର ଛତ୍ରିଆ ଜଣେ ଭିନ୍ନକ୍ଷମ ବଲି ଜଣା ପଡ଼ିଛେ । ସେ ଜଣେ ଅନ୍ତରାଜ୍ୟ ଭଲିବଲ ଖେଳାଳୀ। ସେ ବଲାଙ୍ଗିର ଜିଲ୍ଲା ସାଙ୍ଗେ ଓଡ଼ିଶା ଲାଗି ବି ଅନେକ ମେଡାଲ ଆଣିଥିଲେ । ଉତ୍ୟକ୍ତ ଗ୍ରମାବସି ମିଶି ଚାବିଥିବର୍ କୁକୁର କେ ପିଟିପିଟି ମାରି ଦେଇଥିବାର ଜଣା ପଡ଼ିଛେ । କିନ୍ତୁ ଘଟଣା କେ ନେଇ ମୂହୁ ନାଇ ଖୁଲବାର ସ୍ଵାସ୍ଥ୍ୟ ବିଭାଗ କି ପୋଲିସ ପ୍ରଶାସନ । ଭୟବିତ ଅବସ୍ଥା ରେ ଅଛନ୍ ଗ୍ରାମବାସୀ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!