ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

ବରଗଡ଼ ଗାଇସିଲେଟ ର ନାବାଳିକା ଜଲିଯିବାର ଘଟଣା,ବୁର୍ଲା ରେ ମୃତ୍ୟୁ ।

ଦେହ ସମ୍ପୂର୍ଣ୍ଣ ପୁଡି ଯାଇଥିବାର ସୂଚନା

ବରଗଡ଼;୧୧/୦୮(ମୋର୍ ସମିୟା) ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଫିରିଙ୍ଗିମାଲ ଗାଁ ର ଫୁଟବଲ ପଡିଆ ରେ ୧୩ ବର୍ଷ ର ନାବାଳିକା ଆତ୍ମାହୁତି ଘଟଣା ରେ ନାବାଳିକା ଙ୍କର ମୃତ୍ୟୁ ହେଇଥିବାର ସୂଚନା । ତାଙ୍କୁ ଗୁରୁତର ଅବସ୍ଥା ରେ ବୁର୍ଲା ଡ଼ାକ୍ତରଖାନା ନିଆ ଯଇଥିଲା,କିନ୍ତୁ ଚିକିତ୍ସା ଚାଲୁଥିବାର ସମିୟା ରେ ତାଙ୍କର ମୃତ୍ୟୁ ହେଇଥିବାର ଜଣା ପଡ଼ିଛେ । ଘଟଣା ସ୍ଥଳରୁ ଦିଆସିଲି,ପେଟ୍ରୋଲ ବୋତଲ ଓ ନାବାଳିକା ଙ୍କର ଚପଲ ଉଦ୍ଧାର କରା ଯଇଥିଲା। ଓଡ଼ିଶା ରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ଗୁଟେ ମାସେ ଗଲା ନ ୪ ଟା ଜୀବନ ସରକାର ର ହାତ ଖାଲି ।
କିନ୍ତୁ ମୃତ୍ୟୁ ପୂର୍ବରୁ ନାବାଳିକା ଦେଇଛନ ଚାଞ୍ଚଲ୍ୟକର ବୟାନ, ମତେ ଟୁକେଲ ହତ୍ୟା କଲେ, ମତେ ଜଲଦି ନିଅ ଏନ୍ତା କିଛି ବୟାନ ଦେଇଛନ ନାବାଳିକା । ସେ ବୟାନ ରେ ଜଣେ ଝିଅ ଙ୍କର ନା ଧରୁଥିବାର ଦେଖବାର କେ ମିଲିଛେ । କିଏ ସେ ଟୁକେଲ ? ଆତ୍ମାହୁତି ପଛାଡେ ତାର ଭୂମିକା କାଣା ଏବେ ଇଟା ଗୁଟେ ବଡ଼ ପ୍ରଶ୍ନ ? ପୀଡ଼ିତା ଙ୍କର ବୟାନ ରେକର୍ଡ କରି ପୋଲିସ ଆରମ୍ଭ କରିଛେ ଦତନ୍ତ। ପ୍ଲାଷ୍ଟିକ ବୋତଲ ରେ ପେଟ୍ରୋଲ ବ୍ୟାନ ହେବାର ସତ୍ୱେ କେନୁ ଆସଲା ପେଟ୍ରୋଲ ? ଝିଅ ର କାହାର ସାଙ୍ଗେ ଝଗଡ଼ା ନାଇ ଥିବାର କହୁଛନ ପରିବାର ଲୋକେ । ନାବାଳିକା ହଷ୍ଟେଲ ରେ ରହି ପାଠ ପଢ଼ୁିଥିଲେ,ତାଙ୍କୁ ଜର ଆନବାର ନୁ ସେ ଘର୍ କେ ଆସିଥିଲେ । ଘଟଣା କେ ନେଇ ପୋଲିସ ୩ ଟା ଟିମ୍ ଗଠନ କରି ଘଟଣା ର ଆରମ୍ଭ କରିଛେ ତଦନ୍ତ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!