ତାଜା ଖବରଦେଶ ବିଦେଶମୋର ସମୀୟା ଏକ୍ସକ୍ଲୁସିଭରାଜନୀତି

ଆଜି ବଲାଙ୍ଗିର ଜିଲ୍ଲା ଗସ୍ତ ରେ ଆସିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଣୀପୁର ଝରିଆଲ କେ ଦେଲେ ୮୭ କୋଟି ଟଙ୍କା ।

ପର୍ଯ୍ୟଟନ ସ୍ଥଳି କରିଥିଲେ ପରିଦର୍ଶନ ।

ବଲାଙ୍ଗିର;୧୧/୦୯(ମୋର୍ ସମିୟା) ଆଜି ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତ ରେ ଆସିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜି ବଲାଙ୍ଗିର ଜିଲ୍ଲା ଗସ୍ତ କରି ପୁରାତନ ରାଣୀପୁର ଝରିଆଲ୍ ର ୬୪ ଯୋଗିନୀ ପୀଠ ପରିଦର୍ଶନ କରିଥିଲେ । ଅନେକ ଦିନ ଧରି ରାଣୀପୁର ଝରିଆଲ ର ଉନ୍ନତି ଲାଗି ଦାବି ହେଇ ଆସୁଥିଲା । ଆର୍ ଆଜି ଉପ ମୁଖ୍ୟମନ୍ତ୍ରୀ ୬୪ ଯୋଗିନୀ ମନ୍ଦିର ପରିଦର୍ଶନ କରି ଆର୍ ଏହାର ଉନ୍ନତି ଲାଗି ୮୭ କୋଟି ୯୩ ଲକ୍ଷ୍ୟ ୨୮ ହଜାର ଟଙ୍କା ଘୋଷଣା କରିଛନ । ବହୁତ୍ ଜଲଦି ଇତାର କାମ ଆରମ୍ଭ ହେବା ବଲି ପ୍ରତିଶୃତି ବି ଦେଇଛନ । ଆଜି ରାଣୀପୁର ଝାରିଆଲ ସାଙ୍ଗେ ହରିଶଙ୍କର ବି ଯାଇଥିଲେ ଉପ ମୁଖ୍ୟମନ୍ତ୍ରୀ। ବହୁତ୍ ଦିନ ଧରି ଦାବି ହେଇ ଆସୁଥିବାର ନୁ ଏବେ ଉପ ମୁଖ୍ୟମନ୍ତ୍ରୀ ଙ୍କର ଅନୁଦାନ ଘୋଷଣା ପରେ ଅଞ୍ଚଳବାସୀ ଙ୍କର ମନ୍ ରେ ଖୁସି ଦେଖବାର କେ ମିଲିଛେ । ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!