ଅପରାଧତାଜା ଖବର

୧୦୦ କେଜି ୪୦୦ ଗ୍ରାମ ର ଗଞ୍ଜେଇ ସାଙ୍ଗେ ଦୁଇଟା ୪ ଚକିଆ ଗାଡ଼ି ଜବତ କଲା ବଲାଙ୍ଗିର ପୋଲିସ ।

୨ ଅଭିଯୁକ୍ତ ଗିରଫ ।

ବଲାଙ୍ଗିର;୧୧/୦୮(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ସଇଁତଲା ପୋଲିସ ଦୁଇଟା କାର୍ ନୁ ୧୦୦ କେଜି ୪୦୦ ଗ୍ରାମ ର ଗଞ୍ଜେଇ ଜବତ କରିଛେ । ଘଟଣା ରେ ୨ ଜଣ କେ ଗିରଫ କରବାର ସାଙ୍ଗେ ୬ ଟା ଏଟିଏମ କାର୍ଡ,୨୮ ହଜାର ନୁ ଅଧିକା ଟଙ୍କା,ଦୁଇଟା ଫୋନ୍ ପୋଲିସ ଜବତ କରିଛେ । ଗଞ୍ଜେଇ ର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ୍ୟ ଟଙ୍କା ହେବା ବଲି ଜଣା ପଡ଼ିଛେ । ଗିରଫ ଅଭିଯୁକ୍ତ ମାନେ ହେଲେ ସୋନପୁର ର ସଞ୍ଜୀବ କୁମାର ମିଶ୍ର ଓ ବୌଦ୍ଧ ର ଦେବନ୍ତ କର୍ଣ୍ଣ । ପୋଲିସ ବିଶେଷ ସୂତ୍ର ନୁ ଖବର ପାଇ ପେଟ୍ରୋଲିଙ୍ଗ କରବାର ସମିୟା ରେ ଆଗେ ପଛେ ହେଇ ଆସୁଥିବାର ହୋଣ୍ଡା ଓଡ଼ି ୧୫ ଏସ ୩୧୫୧ ଓ ଆରଟୀକା ଓଡ଼ି ୦୫ ବି ଏନ୍ ୮୧୨୭ ଗାଡ଼ି କେ ଜବତ କରିଛେ । ସୋନପୁର ଜିଲ୍ଲା ନୁ ସଇଁତଳା ଦେଇ ଟିଟିଲାଗଡ଼ ଚାଲାଣ ହେଉଥିଲା ଗଞ୍ଜେଇ । ସଇଁତଳା ପୋଲିସ କେ ବଡ଼ ସଫଳତା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!