ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶ
ଆର୍ ବ୍ୟବହାର ନାଇ ହୁଏ ”ହରିଜନ” ଶବ୍ଦ, “ଅନୁସୂଚିତ ଜାତି” ବ୍ୟବାହର କରବାର କେ ନିର୍ଦ୍ଧେଶ ଦେଲେ ସରକାର ।
ସବୁ ସରକାରୀ ଅନୁଷ୍ଠାନ କେ ନିର୍ଦ୍ଧେଶ ।

ଭୁବନେଶ୍ଵର;୧୨/୦୮(ମୋର୍ ସମିୟା) ଆର୍ ବ୍ୟବାହର ନାଇ ହୁଏ “ହରିଜନ” ଶଦ୍ଧ । ସମ୍ବିଧାନ ର ଧାରା ୩୪୧ ଅନୁସାରେ ଅନୁସୂଚିତ ଜାତି ର ଲୋକ ମାନକୁ “ହରିଜନ” ବଦଲା “ଅନୁସୂଚିତ ଜାତି” ବ୍ୟବାହର କରବାର କେ ସରକାର ଙ୍କର ନିର୍ଦ୍ଦେଶ । ସବୁ ସରକାରୀ କାର୍ଯ୍ୟାଳୟ ରେ ଇ ନିୟମ ହେବା ଲାଗୁ । ଜାତିଗତ ପ୍ରମାଣ ପତ୍ର ରେ ବି ନାଇ ରହେ ଆର୍ ଇ ଶଦ୍ଦ। ସରକାରୀ ପ୍ରତିଷ୍ଠାନ,ଶିକ୍ଷନୁଷ୍ଠାନ, ସବୁ ସରକାରୀ ସ୍ତର ନୁ ହଟଲା “ହରିଜନ” ଶବ୍ଦ।
ରାଜ୍ୟ ସରକାର ଙ୍କର୍ ଅନୁସୂଚିତ ଜାତି,ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷ ନୁ ସୂଚନା ।